Latest Odisha News

BREAKING NEWS

ଜନ୍ମଦିନରେ ରିଲିଜ ହେଲା ସଞ୍ଜୟଙ୍କ କେଜିଏଫ ଚ୍ୟାପ୍ଟର୨ ଲୁକ

ମୁମ୍ବାଇ: ସଞ୍ଜୟ ଦତଙ୍କ ୬୨ତମ ଜନ୍ମଦିବସ ଅବସରରେ ଆଜି କେଜିଏଫ ଚ୍ୟାପ୍ଟର୨ର ମେକର୍ସ ଫିଲ୍ମରେ ଥିବା ତାଙ୍କ ଲୁକ୍ ଜାରୀ କରିଛନ୍ତି । ଏହି ଫିଲ୍ମରେ ସଞ୍ଜୟଙ୍କ ଭୟଙ୍କର ଲୁକ୍ ଅଧୀରା ସମସ୍ତଙ୍କୁ ଚକିତ କରିଛି । ଏକ୍ସେଲ ଏଂଟରଟେନମେଂଟ ତାଙ୍କ ଜନ୍ମଦିନ ସ୍ପେଶାଲ କରିବା ଦୃଷ୍ଟିକୋଣରେ ଏହି ପଦକ୍ଷେପ ଗ୍ରହଣ କରିଛି ।

BjdElectrycity

ସୂଚନାଯୋଗ୍ୟ, ୨୦୧୮ରେ ୟଶ ଅଭିନୀତ କେଜିଏଫ ଚ୍ୟାପ୍ଟର ୧ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ଏହାର ଦ୍ୱିତୀୟ ସଂସ୍କରଣରେ ୟଶଙ୍କ ସହ ସଞ୍ଜୟ, ରବୀନା ଟଣ୍ଡନ, ପ୍ରକାଶ ରାଜଙ୍କ ପରି ପ୍ରତିଷ୍ଠିତ ଅଭିନେତା ଅଭିନୟ କରୁଛନ୍ତି । ସଞ୍ଜୟଙ୍କ ଅଧୀର ଲୁକ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି ।

Leave A Reply

Your email address will not be published.