ଗୁଣୁପୁର: ମଙ୍ଗଳବାର ପୂଜାରୀପୁଟ ଧାନ ମିଲ୍ ନିକଟରେ ବଜ୍ରାଘାତରେ ଜଣଙ୍କ ପ୍ରାଣ ଚାଲିଯାଇଛି । ଭାଲେରି ଗ୍ରାମର କରୁଣାକର କୁମ୍ଭାର ଚାଷ କାମ ସାରି ଘରକୁ ଫେରୁଥିଲେ । ଏହି ସମୟରେ ବଜ୍ରାଘାତ ପଡ଼ି ତାଙ୍କ ଜୀବନ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ପହଞ୍ଚି ଗୁଣୁପୁର ସଦର ଡାକ୍ତରଖାନାକୁ ନେଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
BREAKING NEWS
- ଦୋଳ ବିମାନ ଯିବା ସମୟରେ ଗୋଷ୍ଠୀ ସଂଘର୍ଷ, ମାରଣାସ୍ତ୍ରରେ ଆକ୍ରମଣ
- ରଙ୍ଗର ପର୍ବ ହୋଲି; ଉତ୍ସବମୁଖର ସାରା ଦେଶ
- ଖରାରେ ସିଝୁଛି ଓଡ଼ିଶା, ୧୮ ଯାଏ ସିଭିୟର ହିଟ୍ ୱେଭ୍ ଜାରି
- ତମ୍ବା ପାତ୍ରରେ ପାଣି ପିଇଲେ ଏହି ସବୁ ରୋଗରୁ ମିଳେ ମୁକ୍ତି…
- ହୋଲିରେ ପଡୁଛି ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶି ହେବେ ଧନବାନ୍..
- ମଦ୍ୟପାନ ଛାଡି ଥିବା ବ୍ୟକ୍ତିଙ୍କ ମଧ୍ୟରେ ଭଲ କୋଲେଷ୍ଟ୍ରଲର ସ୍ତର କମ ଥାଏ: ରିସର୍ଚ
- ବୃନ୍ଦାବନ ମହୋତ୍ସବରେ ଆକର୍ଷଣ ସାଜିଲା ହେମାମାଳିନୀଙ୍କ ଦ୍ୱାରା ପରିବେଷିତ ଭାରତନାଟ୍ୟମ୍ ନୃତ୍ୟ
- ଇନଷ୍ଟାଗ୍ରାମରେ ଷ୍ଟୋରୀ ପବ୍ଲିସ ପରେ ଏହି ଟ୍ରିକ୍ ମାଧ୍ୟମରେ କରିହେବ Mention..
- ଭାରତରେ ଷ୍ଟାରଲିଙ୍କ ପ୍ରବେଶ ପାଇଁ ସରକାର ରଖିଲେ ବଡ ସର୍ତ୍ତ
- ୩୬ ଘଣ୍ଟାର ଆତଙ୍କ !ଆଖି ଆଗରେ ଟଳି ପଡୁଛନ୍ତି ଜଣକ ପରେ ଜଣେ
Comments are closed.