Latest Odisha News

BREAKING NEWS

ରାଉରକେଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ ଓ ୬ ଆହତ

ରାଉରକେଲା: ବାଲୁଘାଟ ନିକଟରେ ଏକ ମିନିବସ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ମୃତ ଓ ଅନ୍ୟ ୬ ଜଣ ଆହତ ହୋଇଛନ୍ତି।

ରଘୁନାଥପାଲି ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆହତମାନଙ୍କୁ ରାଉରକେଲାର ସରକାରୀ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଲାଠିକଟାରୁ ରାଉରକେଲା ଆସୁଥିବା ମା ତାରିଣୀ ବସ କୌଣସି କାରଣବଶତଃ ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି।

Leave A Reply

Your email address will not be published.