Latest Odisha News

BREAKING NEWS

ପାହାଳ ସିକ୍ୟୁରିଟି ଗାର୍ଡ ହତ୍ୟା ମାମଲାରେ ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ପାହାଳରେ ସିକ୍ୟୁରିଟି ଗାର୍ଡ ହତ୍ୟା ମାମଲାରେ କମିଶନରେଟ୍ ପୋଲିସ ରବିବାର ଦିନ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ନାମ ଦିବାକର ଭୂୟାଁ ଓରଫ୍ ବୁବୁନା ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ହତ୍ୟାକାଣ୍ଡ ମାମଲାରେ ପୋଲିସ ଆଉ ୩ରୁ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ ଗତ ମାର୍ଚ୍ଚ ୨୮ ତାରିଖ ଦିନ ପାହାଳ ନିକଟରେ ଥିବା ଏକ ମାର୍ବଲ ଫ୍ୟାକ୍ଟ୍ରିର ସିକ୍ୟୁରିଟି ଗାର୍ଡ ଗଦାଧର ସ୍ୱାଇଁଙ୍କୁ କେହି ଦୁବୁର୍ତ୍ତ ଗୁଳି ମାରି ହତ୍ୟା କରିଥିଲା ।

Leave A Reply

Your email address will not be published.