ପୁରୀ: ପୁରୀରେ ଅଘଟଣ । ଜଣେ ଛାତ୍ରର ଛୁରାମାଡ଼ରେ ଅନ୍ୟଜଣେ ଛାତ୍ର ଆହତ ହୋଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଭୋଳାନାଥ ବିଦ୍ଯାପୀଠ ସ୍କୁଲ ଗେଟ ନିକଟରେ ଘଟିଛି ଘଟଣା । ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛୁରାମାଡ କରିଥିବା ଛାତ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ଅଧିକ ଛାନବିନ୍ ଜାରି ରଖିଛି । ପୂର୍ବ ଶତୃତାକୁ କେନ୍ଦ୍ରକରି ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି ।
BREAKING NEWS
- ହିଟ୍ ଲିଷ୍ଟରେ ୧୪ ନାମ; ଖୋଜିଖୋଜି ସେନା କରିବେ ଆତଙ୍କବାଦୀଙ୍କୁ ସଫା
- ନୂଆ ଭାରତ କାହାକୁ ଛାଡ଼ିବ ନାହିଁ: ଯୋଗୀ ଆଦିତ୍ୟନାଥ
- ଆସନ୍ତୁ ଜାଣିବା କେଉଁ କାରଣ ପାଇଁ କୋହଲି-ଅନୁଷ୍କା ଲଣ୍ଡନରେ ରହୁଛନ୍ତି
- ବିଏମ୍ସିର ସଲିଡ ଓ୍ୱେଷ୍ଟ ପ୍ଲାଜମା ଟେକ୍ନୋଲୋଜି ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିଲେ ଆନ୍ଧ୍ର ପ୍ରତିନିଧି ଦଳ
- ଜାଡେଜାଙ୍କ ଉପରେ ରାଗିଗଲେ ସେହ୍ୱାଗ
- ପହଲଗାମ ଆକ୍ରମଣ ପରେ ଘେରାବନ୍ଦୀ ଅଭିଯାନ ଆରମ୍ଭ, ଅନନ୍ତନାଗରେ ୧୭୫ ଜଣ ଅଟକ
- ପୋପ୍ ଫ୍ରାନ୍ସିସ୍ଙ୍କ ଶେଷକୃତ୍ୟ; ଅନ୍ତିମ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ସମେତ ବିଶ୍ଵ ନେତା
- ପୁଷ୍ପାଳକ ସେବକଙ୍କୁ ବାସନ୍ଦ ପାଇଁ ଚେତାବନୀ; ଦୀଘା ଜଗନ୍ନାଥ ମନ୍ଦିର ପୂଜାରେ ଯୋଗଦେବାକୁ ମନା
- ଡିଫେନ୍ସ ସମ୍ପର୍କିତ ଅପରେସନ ଟେଲିକାଷ୍ଟ କରିପାରିବେନି ଗଣମାଧ୍ୟମ, ଆଡଭାଇଜରି ଜାରି…
- କିଟରେ ଫେସନ୍ ଶୋ’ ‘କୀର୍ତ୍ତି କଳ୍ପନା’ ଅନୁଷ୍ଠିତ
Comments are closed.