Latest Odisha News

BREAKING NEWS

ବଢି ଚାଲିଥିବା ପେଟ୍ରୋଲ ଦରରେ ଲାଗିଲା ବ୍ରେକ; ଆଜି ବଢ଼ିଲା ଡିଜେଲ ଦର

ନୂଆଦିଲ୍ଲୀ: ଲଗାତାର ବଢି ଚାଲିଥିବା ତୈଳ ଦରରେ ଆଜି ଲାଗିଛି ବ୍ରେକ୍ ଲାଗିଛି। ଆଜି ପେଟ୍ରୋଲ ଦର ନବଢି କେବଳ ବୃଦ୍ଧି ପାଇଛି ଡ଼ିଜେଲ ଦର । ଆଜି ଡିଜେଲ ପାୟ ୪୮ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଅନୁସାରେ ନୂଆଦିଲ୍ଲୀରେ ଡିଜେଲ ଡର ୭୯ ଟଙ୍କା ୮୮ ପଇସା ହୋଇଛି ।

ଲଗାତାର ୧୭ ଦିନ ହେବ ତୈଳ ଦର ବୃଦ୍ଧି ପାଉଥିବା ବେକେ ଆଜି ପେଟ୍ରୋଲ ଦର ବୃଦ୍ଧିରେ ବ୍ରେକ ଲାଗିଛି।

ଏହି ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୯.୮୮ ଟଙ୍କାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ଲିଟର ପ୍ରତି ୭୮.୮୭ ଟଙ୍କାରେ ପହଞ୍ଚିଛି ।

ଭୁବନେଶ୍ୱରରେ ଡିଜେଲ ଦର ଲିଟର ପ୍ରତି ୭୮.୭ ଟଙ୍କାରେ ପହଞ୍ଚିଛି ।

Leave A Reply

Your email address will not be published.