ଟାଙ୍ଗୀ : ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଲା ହାଇଓ୍ବା । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ ନିକଟରେ ଘଟିଛି ଏଭଳି ଘଟଣା । ଆଜି ସଂଧ୍ୟାରେ ମେଡିକାଲ ଅକ୍ସିଜେନ୍ ନେଇ ଯାଉଥିବା ଏକ ଟ୍ୟାଙ୍କରକୁ ଧକ୍କା ଦେଇଛି ହାଇୱା । ଦୁର୍ଘଟଣାରେ ଅକ୍ସିଜେନ୍ ବୋଝେଇ ଟ୍ରକଟି କ୍ଷତିଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ଘଟାଇବା ପରେ ହାଇଓ୍ବା ଫେରାର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର ଚାଳକ ସୁରକ୍ଷିତ ଥିବା ଜଣାପଡିଛି । ଅନୁଗୁଳ ଅକ୍ସିଜେନ୍ ନେଇ ଟ୍ୟାଙ୍କରଟି ଆନ୍ଧ୍ରପ୍ରଦେଶ ଯାଉଥିଲା । ପୋଲିସ ସହ ଟାଙ୍ଗୀ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
BREAKING NEWS
- ଭ୍ୟୁୟର୍ସଶିପ ରେକର୍ଡ ଭାଙ୍ଗିଲା ଭାରତ-ପାକିସ୍ତାନ ମ୍ୟାଚ
- Thunderstorm Alert To Odisha: ଓଡ଼ିଶାରେ ପ୍ରବଳ ବର୍ଷିବ! ଆସୁଛି ଆଉ ଏକ ଲଘୁଚାପ…
- Firecracker Explosion: କଟକ ବାଣ ବିସ୍ଫୋରଣ ଘଟଣା; ୨ ମହିଳା ଏବଂ ଜଣେ ଶିଶୁ କନ୍ୟା ମୃତ
- Handibhanga Jata: ୧୧ ବର୍ଷ ପରେ ପୁଣି ପାଳନ ହେବ ହାଣ୍ଡିଭଙ୍ଗା ଯାତ…
- Wedding Clash Over Pet Dog: ପୋଷା କୁକୁର ପାଇଁ ଭାଙ୍ଗିଗଲା ବାହାଘର…ବର୍ଷ ବର୍ଷର ଭଲ ପାଇବା ଠାରୁ ମୁହଁ ଫେରେଇ ନେଲେ…
- ମେମୁ ଟ୍ରେନ୍ ମୁହାଁମୁହିଁ ଖବର; ସ୍ପଷ୍ଟ ସୂଚନା ଦେଲା ଇଷ୍ଟ କୋଷ୍ଟ ରେଲୱେ
- ପୁଣି ବଢିଲା ଡ୍ରପ୍ ଆଉଟ୍ ସଂଖ୍ୟା: ପାଠ ଛାଡ଼ିଛନ୍ତି ୧୫% ପିଲା
- ପ୍ରେମିକା ଆଗରେ ଗଲା ପ୍ରେମିକ ଜୀବନ, ଓୟୋ ହୋଟେଲ ରୁମରେ ମିଳିଲା ପ୍ରେମିକର ମୃତଦେହ
- Summer Preparations: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି…
- ଟି୨୦ ବିଶ୍ୱକପ: ଗ୍ରୁପ ଅଫ ଡେଥରେ ଟିମ ଇଣ୍ଡିଆ
Comments are closed.