ଭୁବନେଶ୍ବର: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଆଜି ଅପରାହ୍ନ ୪.୧୫ରେ ପରଲୋକ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ୨୦ ଦିନ ପୂର୍ବରୁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। କଟକ ଏସସିବି କୋଭିଡ୍ ହସ୍ପିଟାଲରେ ଶ୍ରୀ ରାଓଙ୍କର ଚିକିତ୍ସା ଚାଲିଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ଶ୍ରୀ ରାଓଙ୍କର କରୋନା ଚିକିତ୍ସା ଚାଲିଥିଲେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଘଟି ନଥିଲା। ଶ୍ରୀ ରାଓଙ୍କର ବ୍ରେନ ଷ୍ଟ୍ରୋକରେ ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
BREAKING NEWS
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅବ୍ୟବସ୍ଥା, ରାତି ସାରା ଅନିଦ୍ରା ରହିଲେ ଶ୍ରୀଜୀଉ
- ମଧ୍ୟପ୍ରାଚ୍ୟ ଯୁଦ୍ଧ: CCS ବୈଠକରେ ଭାରତୀୟ ଯାତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ଉଦ୍ବେଗ
- ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା, କିଶୋରୀ ନେବେ HPV ଟିକା
- ମୁଁ ଖମେନେଇଙ୍କୁ ଶେଷ କରିଛି, ଗତ ୪୦ ବର୍ଷ ଧରି ଏହା କରିବାକୁ ଚାହୁଁଥିଲି: ଇସ୍ରାଏଲ ପ୍ରଧାନମନ୍ତ୍ରୀ
- ଖମେନେଇଙ୍କ ମୃତ୍ୟୁ ପରେ, ଇରାନରେ ଲଗାଗଲା ‘ନାଲି ପତାକା’..ଏପରି କାହିଁକି, ଏହାର ଅର୍ଥ କ’ଣ?
- ଇରାନ-ଇଜ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟ ନାବିକ ଓ ସମୁଦ୍ର କ୍ଷେତ୍ରର ହିତାଧିକାରୀଙ୍କ ଲାଗି ଆଡଭାଇଜରୀ ଜାରି
- Bomb Threats: ସମ୍ବଲପୁର କୋର୍ଟକୁ ବୋମା ଧମକ, ପୋଲିସର ତଦନ୍ତ ଆରମ୍ଭ
- PM Modi speaks to UAE: ୟୁଏଇର ରାଷ୍ଟ୍ରପତିଙ୍କ ସହ ହେଲେ କଥା ମୋଦୀ ; କ୍ଷେପଣାସ୍ତ୍ର ଆକ୍ରମଣ ଉପରେ ଚିନ୍ତା ପ୍ରକାଶ
- Ayatollah Alireza Arafi: ଇରାନରେ ଖାମେନିଙ୍କ ସ୍ଥାନ ନେଉଥିବା ଅରାଫି କିଏ ?
- ‘Naxal-Free’ Districts: ଏବେ ବଲାଙ୍ଗୀର ଓ ବରଗଡ଼ ‘ନକ୍ସଲ ମୁକ୍ତ’
Comments are closed.