କୁଆଡେ ଗଲା ଆମେରିକାର ବି-୨ ବମ୍ବର?
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ ରହିଛି। ଏହାର ବଡ଼ କାରଣ ହେଉଛି ଇରାନ ଉପରେ ଆମେରିକୀୟ ବୋମାବର୍ଷୀ ବିମାନ ଆକ୍ରମଣ । ଯାହା ପରେ ଯୁଦ୍ଧବିରତି ହୋଇଥିଲା । ଆମେରିକା ଯେଉଁ ଲଢ଼ୁଆ ବିମାନ ସାହାଯ୍ୟରେ ଇରାନ ଉପରେ ଆକ୍ରମଣ କରିଥିଲା, ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ବି-୨…