ପରଲୋକରେ ଦୂରଦର୍ଶନ ସମ୍ବାଦ ପାଠକ ସୁବୋଧ ନାୟକ
ଭୁବନେଶ୍ୱର : ଦୂରଦର୍ଶନ ଏବଂ ଆକାଶବାଣୀର ଲୋକପ୍ରିୟ ସମାଚାର ପାଠକ ସୁବୋଧ ନାୟକଙ୍କ ଆଜି ସକାଳେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି ।
ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା ।
ମିଳିଥିବା ସୂଚନାନୁଯାୟୀ ସୁବୋଧ ଦୀର୍ଘଦିନ ହେବ ଅସୁସ୍ଥ ରହିଥିଲେ ।…