Latest Odisha News

BREAKING NEWS

World Famous Dhanu yatra:ଆଜିଠୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ମଥୁରା ନଗରୀ

ବରଗଡ: ଆଜି ଠାରୁ ୧୧ ଦିନ ଧରି ଚାଲିବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ ପାଲଟିବ ମଥୁରାନଗରୀ। ଚାଲିବ କଂସ ରାଜୁତି। ଆଜି ଉଦଘାଟିତ ହେବ ୭୮ତମ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏନେଇ ସାରା ବରଗଡ଼ ସହର ଏବେ ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରା ଠାରୁ ଆରମ୍ଭ କରି ଗୋପପୁର…

Libyan Army Chief: ତୁର୍କୀରେ ବଡ଼ ବିମାନ ଦୁର୍ଘଟଣା; ଲିବିଆର ସେନାମୁଖ୍ୟଙ୍କ ସମେତ ୮ ମୃତ

ନୂଆଦିଲ୍ଲୀ:ତୁର୍କୀ(Turkey)ରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଏହି ବିମାନ ଦୁର୍ଘଟଣାରେ ଲିବିଆ ସେନାମୁଖ୍ୟ ମହମ୍ମଦ ଅଲ୍ଲି ଅହମଦ ଅଲ-ହଦାଦଙ୍କ(Muhammad Ali Ahmad al-Haddad) ସମେତ ଆଠ ଜଣଙ୍କ ମୃତ୍ୟୁ ହୋଇଛି । ଲିବିଆ ପ୍ରଧାନମନ୍ତ୍ରୀ ଅବଦୁଲ-ହାମିଦ ଦବିବେ (Libyan Prime Minister…

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା !୨ ଜଣଙ୍କୁ ଉଠାଇ ନେଇ ପଚରାଉଚରା

ଭଦ୍ରକ: ଚାନ୍ଦବାଲି ଥାନା ଅଞ୍ଚଳର ଘଞ୍ଚ ଜଙ୍ଗଲରେ ନାବାଳିକାର ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ । ବାଲିଗାଁ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ଥିବା ଘଞ୍ଚ ବୁଦା ଭିତରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ନ୍ୟାୟ ଦାବି​‌ରେ ସ୍ଥାନୀୟ…

ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ, ରାଜ୍ୟର ୭ ମେଡିକାଲ କଲେଜ କ୍ୟାମ୍ପସରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମ ଗୃହ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ବୈଠକରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି…

ବୁଦ୍ଧି ବାପା ନା ମା’ଙ୍କଠୁ ଆସିଥାଏ ? ରିସର୍ଚ୍ଚରୁ ଜଣାପଢ଼ିଲା କାହାଠୁ ଆସିଥାଏ ଅଧିକ ନଲେଜ୍

ନୂଆଦିଲ୍ଲୀ: ଅନେକ ସମୟରେ ଆମେ ଦେଖିଥାଉ ଯେ ଘରେ ଛୋଟ ପିଲାଙ୍କୁ ମଜାରେ କହନ୍ତି ଏହାର ବୁଦ୍ଧି ତା’ ବାପାଙ୍କ ପାଖରୁ ଆସିଛି ବା ମା’ଙ୍କଠୁ ଆସିଛି । ଏହି ସମୟରେ କେତେବେଳେ ବାପା ଗର୍ବରେ କହିଦିଅନ୍ତି ଯେ ନିଶ୍ଚିତ ମୋ’ ବୁଦ୍ଧି ନେଇଛି ସେଥିପାଇଁ ସେ ଏତେ ବୁଦ୍ଧିମାନ୍। ମା’ ମଧ୍ୟ ପଛରେ ନରହି…

YouTubeରେ ଏକ ମିଲିୟନ ଭ୍ୟୁଜ୍‌ରେ କେତେ ଟଙ୍କା ମିଳିଥାଏ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଯୁଗରେ YouTube କେବଳ ମନୋରଞ୍ଜନର ପ୍ଲାଟଫର୍ମ ନୁହେଁ, ବରଂ ଆୟର ଏକ ବଡ଼ ମାଧ୍ୟମ ହୋଇସାରିଛି। ପ୍ରତିଦିନ ଆମେ ଶୁଣୁଛୁ ଯେ କୌଣସି ଭିଡିଓ ୧୦୦ ମିଲିୟନ୍ କିମ୍ବା ୧ ବିଲିୟନ୍ ଭ୍ୟୁଜ୍ ପାର୍ କରିଯାଇଛି। ଏହାକୁ ଦେଖି ପ୍ରତ୍ୟେକଙ୍କ ମନରେ ପ୍ରଶ୍ନ ଆସେ ଯେ…

୧୬ ହଜାର ଫୁଟ ଉପରେ ବନିବ ସଡ଼କ, ବଢିବ ଚୀନର ଟେନସନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚୀନ ସୀମା (ତିବ୍ଦତ ସୀମା) ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କେନ୍ଦ୍ର ସରକାର ଏକ ସଡ଼କ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ରାସ୍ତାରେ ଭାରତୀୟ ସୈନିକମାନଙ୍କୁ ଚାଲି ଚାଲି ପାଦରେ ପାଟ୍ରୋଲିଂ କରିବାକୁ ଅତି କମରେ ପାଞ୍ଚ ଦିନ ସମୟ ଲାଗେ। ତେବେ ୧୬,୧୩୪…

ମହାନଦୀ ଜଳ ବିବାଦ; ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମହାନଦୀ ଆନ୍ତଃରାଜ୍ୟ ଜଳ ସମସ୍ୟା ଉପରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଜଳସମ୍ପଦ ବିଭାଗର ରାଜୀବ୍ ଭବନରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ହୀରାକୁଦ ପ୍ରକଳ୍ପ,…

ବାରମ୍ୱାର ମନେ ପଡୁଛି ଏକ୍ସଙ୍କ କଥା? ଆଉ ମଦରେ ହେବନି କାମ, ସବୁ ଦିନ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ବ୍ରେକଅପ୍ ପରେ ନିଜକୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହୋଇଯାଏ। ଅନେକ ଲୋକ ତ ଏହାପରେ ପୁରା ଭାଙ୍ଗିପଡ଼ନ୍ତି ଏବଂ ଦିନରାତି ପୂର୍ବ ପ୍ରେମିକ/ପ୍ରେମିକାଙ୍କ ସ୍ମୃତିରେ ଡୁବି ରହନ୍ତି। ମନରେ ଅତୀତର ଘଟଣାବଳୀ ବାରମ୍ବାର ଆସିଥାଏ ଏବଂ ଦୁଃଖରେ ବୁଡ଼ି ଅନେକେ ମଦ୍ୟପାନର ଆଶ୍ରୟ…

ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ; ୬୨.୦୩ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ତୃତୀୟ ଦିନ। ଅବକାରୀ ବିଭାଗ ପକ୍ଷରୁ ୨୧୧ଟି ମାମଲା ରୁଜୁ ହେବା ସହ ୬୨.୦୩ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁସାରେ, ଏହି ଅଭିଯାନ ସମୟରେ ୧୩୬ ଜଣଙ୍କୁ ଗିରଫ କରାଯାଇଥିବା…