ପୁରୀର ନେଳିପାଣି ମୋହରେ ବିହାରୀ ଇଞ୍ଜିନିୟର, ଶେଷରେ ନିଶା ପାଇଁ ଭିକ୍ଷାବୃତ୍ତି
ପୁରୀ: ପୁରୀର ଭାଙ୍ଗ ନିଶାରେ ପଡି ଯାଇଛନ୍ତି ଜଣେ ବିହାରୀ ଇଞ୍ଜିନିୟର । ଜାଣିବା ଶୁଣିବା ବ୍ୟକ୍ତି ହେବା ସତ୍ୱେ କିପରି ସେ ନିଶା କବଳରେ ପଡିଲେ ଏବଂ ଏଥିନେଇ ସେ ଯେଉଁ ଯୁକ୍ତ ବାଢ଼ୁଛନ୍ତି ତାହା ଗ୍ରହଣୀୟ ନୁହେଁ । ନିଶା ଯୋଗୁ ତାଙ୍କ ପରିସ୍ଥିତି ଏପରି ହୋଇଛି ଯେ, ସେ ଏଥିପାଇଁ ଭିକ୍ଷାବୃତ୍ତି…