Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଯାତ୍ରୀ ସହାୟକଙ୍କ ମୁଣ୍ଡକୁ କୁଡୁଆରେ ଛେଚି ଦେଲେ ସୁଆର ସେବାୟତ

ପୁରୀ: ଶ୍ରୀମନ୍ଦିରରେ ଯାତ୍ରୀ ସହାୟକ ଓ ସୁଆର ସେବାୟତ ମୁହାଁମୁହିଁ । ସୁଆର ସେବାୟତ କୁଡୁଆ ନେଇ ମନ୍ଦିରକୁ ଯାଉଥିବା ବେଳେ ଇଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମୁଣ୍ଡକୁ କୁଡୁଆରେ ଛେଚି ଦେଲେ ସୁଆର ସେବାୟତ । ଆହତ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାର ମେଡିକାଲରେ…

ସେୟାର ବଜାରରେ ନୂଆ ରେକର୍ଡ, ପ୍ରଥମ ଥର ୫୨ ହଜାର ଉପରେ ସେନସେକ୍ସ

ମୁମ୍ବାଇ: ସେୟାର ମାର୍କେଟରେ ନୂଆ ରେକର୍ଡ । ବମ୍ବେ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୩୬୩.୪୫ ଅଙ୍କ ବଢ଼ି ୫୧, ୦୩୬.୧୪ରେ ଖୋଲିଥିଲା । ପରେ ଏହା ୫୨, ୦୩୬.୧୪ ଯାଏ ଯାଇଛି । ସେହିଭଳି ନିଫ୍ଟି ୧୦୭ ବଢ଼ି ୧୫, ୨୯୭.୧୦ ଅଙ୍କ ରହିଛି । ବିଶେଷଜ୍ଞଙ୍କ ଅନୁସାରେ ବିଦେଶୀ ବଜାରରେ ଭଲ…

ଆଜି ରାଜ୍ୟର ୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୮୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଏବେ ରାଜ୍ୟରୁ ପ୍ରତିଦିନ ଶହେରୁ କମ୍ କରୋନା ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୮୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୧ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବଧିକ ୨୭ ସଂକ୍ରମିତ…

ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ମିଳିଛି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ପାଳନ କରୁଛି ରାଜ୍ୟ କଂଗ୍ରେସ । ସାରା ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ବନ୍ଦକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ମିଳିଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ତୈଳ ଦର ସାଧାରଣ ଲୋକଙ୍କୁ ବହୁତ…

ଦେଶରୁ ଆଜି ୧୧ ହଜାର କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୯ ହଜାର, ୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କାୟା କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଅଧିକ ସଂକ୍ରମିତ ଓ ସୁସ୍ଥ ହୋଇଛନ୍ତି କମ୍ । ୧୧ହଜାର ୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯ହଜାର ୪୮୯ ସଂକ୍ରମିତ ।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଝିଅକୁ ଅନଲାଇନ୍ ଠକେଇ ମାମଲାରେ ୩ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କ ଝିଅକୁ ଅନଲାଇନ୍ ଠକେଇ ମାମଲାରେ ୩ ଜଣ ଗିରଫ ହୋଇଛନ୍ତି । କେଜ୍ରିୱାଲଙ୍କ ଝିଅ ହର୍ଷିତାଙ୍କୁ ଠକେଇ ଅଭିଯୋଗରେ ଦିଲ୍ଲୀ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଠକେଇର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର୍ ରହିଛି । ଦିଲ୍ଲୀ ପୋଲିସ…

ଭୁବନେଶ୍ୱରରେ ସ୍ବିଗି ସେବା ବ୍ୟାହତ, ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଗତ ଏକ ସପ୍ତାହ ଧରି ଡେଲିଭରି ବଏ୍ ମାନେ ଷ୍ଟ୍ରାଇକରେ ରହିଥିବା ଯୋଗୁଁ ଭୁବନେଶ୍ୱରରେ ସ୍ବିଗି ସେବା ବନ୍ଦ କରାଯାଇଛି। ତେବେ ସେମାନେ ଦାବି କରିଛନ୍ତି ଯେ, କରୋନା ମହାମାରୀ ଯୋଗୁଁ ଯେଉଁ ସବୁ ସୁବିଧା ବନ୍ଦ କରାଯାଇଥିଲା ସେସବୁ ପୁଣି ଦିଆଯାଉ। ଅର୍ଡରରେ କିମି. ପ୍ରତି ୪…

ଚେନ୍ନାଇ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଭାରତର ଟପ୍ ଅର୍ଡର ଫେଲ୍, ଗଲାଣି ୫ଟି ଓ୍ୱିକେଟ

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ । ଜଣଙ୍କ ପରେ ଜଣେ ବ୍ୟାଟ୍ସ ମ୍ୟାନ୍ ପାଭିଲନ୍ ଫେରୁଛନ୍ତି । ଗତକାଲିର ଅସମାପ୍ତ ଗୋଟିଏ ଓ୍ୱିକେଟରେ ୫୪ରନରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିଲା ଭାରତ । ପ୍ରଥମେ ରନ୍ ଆଉଟ୍ ହୋଇଥିଲେ…

ବନ୍ଦର ଭିନ୍ନ ଦିଗ; ଭୁବନେଶ୍ୱରରେ ସାଇକେଲ ଚଳାଇ ସୁରଙ୍କ ପ୍ରତିବାଦ, ଆଠଗଡ଼ରେ ଆନ୍ଦୋଳନକାରୀ ବାଣ୍ଟୁଛନ୍ତି ଚକଲେଟ୍

ଭୁବନେଶ୍ୱର: କଂଗ୍ରେସ ବନ୍ଦ ଡାକରା ଦେଲେ ପ୍ରାୟତଃ ଲୋକେ ଡରି ଯାଆନ୍ତି । କାରଣ କଂଗ୍ରେସ ଯେତେବେଳେ ବି ବନ୍ଦ ପାଳନ କରିଛି । ସେତେବେଳେ ଛୋଟ ମୋଟ ହିଂସା ଘଟିଛି । ତେବେ ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦରେ କୌଣସି ସ୍ଥାନରେ କିଛି ହିଂସା ଦେଖିବାକୁ ମିଳିନାହିଁ । କଂଗ୍ରେସ କର୍ମୀ…

ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ପୁରୀ: ଆଜି ଅପରାହ୍ନରେ ପୁରୀରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ଚତୁପାର୍ଶ୍ୱ ଐତିହ୍ୟ କରିଡର ଓ ସୁରକ୍ଷା ଜୋନ ଯୋଜନାର ଚୁଡାନ୍ତ ପ୍ଲାନକୁ ଅନୁମୋଦନ କରାଯାଇପାରେ ।ଏଥିସହ…