ମୁମ୍ବାଇ ଇଣ୍ଡିଆନ୍ସର କିରନ ମୋରେଙ୍କୁ କରୋନା
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଟ୍ୟାଲେଂଟ ସ୍କାଉଟ କିରନ ମୋରେ କରୋନା ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏ ନେଇ ସୂଚନା ଦେଇଛି । ଆଇପିଏଲକୁ ଆଉ ହାତ ଗଣତି ଦିନ ରହିଛି । ମୋରେଙ୍କ ନିକଟରେ କୌଣସି ଲକ୍ଷଣ ଦେଖା ଯାଉ ନ ଥିଲେ ମଧ୍ୟ ତାଙ୍କ ଟେଷ୍ଟ ପଜିଟିଭ ଆସିଛି ବୋଲି…