Latest Odisha News

BREAKING NEWS

ମୁମ୍ବାଇ ମାନଖୁର୍ଦରେ ଭୀଷଣ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟରେ ୧୫ଟି ଦମକଳ ଗାଡି ନିୟୋଜିତ

ମୁମ୍ବାଇ: ମୁମ୍ବାଇ ମାନଖୁର୍ଦରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିବାର ସୂଚନା ମିଳିବା ପରେ ୧୫ଟି ଦମକଳ ଗାଡି ଘଟଣାସ୍ଥଳରେ ପହଁଞ୍ଚିଛନ୍ତି ।  ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଫାୟାର ବ୍ରିଗେଡ୍ ପକ୍ଷରୁ ନିଆଁକୁ ନିୟନ୍ତ୍ରଣରେ କରିବାର ଚେଷ୍ଟା ଚାଲିଛି ।…

ଓଡିଶାର ଅନୀଲ ବହିଦାର ହେଲେ ବିଏଫଆଇର ଉପ ସଭାପତି, ଅଜୟ ସିଂ ସଭାପତି

ଭୁବନେଶ୍ୱର: ଓଡିଶାର ଅନୀଲ ବହିଦାରଙ୍କୁ ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ(ବିଏଫଆଇ) ଉପ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଗୁରୁଗାଁଓଠାରେ ଅନୁଷ୍ଠିତ ନିର୍ବାଚନରେ ଅଜୟ ସିଂ ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି । ସ୍ପାଇଶ ଜେଟ ଏୟାରଲାଇନ୍ସର ଚେୟାରମ୍ୟାନ ଅଜୟ ୩୭-୨୭ ଭୋଟରେ ତାଙ୍କ…

ଫେବ୍ରୁଆରୀରେ ରିଲିଜ ହେବନି ‘ଦ ଫ୍ୟାମିଲି ମ୍ୟାନ୍ ସିଜିନ୍ ୨’

ନୂଆଦିଲ୍ଲୀ: ଆମାଜନ୍ ପ୍ରାଇମ୍ ଭିଡିଓର ସବୁଠାରୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ସିରିଜ୍ 'ଫ୍ୟାମିଲି ମ୍ୟାନ୍'ର ପ୍ରଶଂସକଙ୍କ ପାଇଁ ଏକ ବ୍ୟାଡ୍‌ ନ୍ୟୁଜ୍‌। ୧୨ ଫେବୃଆରୀରେ 'ଫ୍ୟାମିଲି ମ୍ୟାନ୍ ସିଜନ୍ ୨' ରିଲିଜକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଆଉ…

ରଜୌରୀରେ ବିଏସଏଫର ଦୁଇ ଯବାନ୍ ନିଖୋଜ, ଚାଲିଛି ସର୍ଚ୍ଚ ଅପରେସନ୍

ଶ୍ରୀନଗର: ବିଏସଏଫର ଦୁଇ କନଷ୍ଟେବଳ ହଠାତ୍ ରଜୌରୀ ସେକ୍ଟରରେ ଥିବା ଏକ ଶିବରରୁ ନିଖୋଜ ହୋଇଯାଇଛନ୍ତି । ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି । ବିଏସଏଫ ଅଧିକାରୀମାନେ ପୋଲିସ ନିକଟରେ ଦୁଇ କନଷ୍ଟେବଳଙ୍କର ନିଖୋଜ ହୋଇଥିବାର ରିପୋର୍ଟ ଦାଖଲ କରିଛନ୍ତି । ପୋଲିସ ମଧ୍ୟ…

ଆମ ତୋଷାଳୀ ମେଳା, ମିଙ୍ଗେଇ ଓ ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ

-ସୁମିତ୍ରା ପାଢ଼ୀ ଏବେ ଭୁବନେଶ୍ୱରରେ ତୋଷାଳୀ ମେଳା ଚାଲିଛି । କିଛି ବର୍ଷ ହେଲା କ୍ରାଫ୍ଟର ପ୍ରଚାର ପ୍ରସାର ପାଇଁ ସରକାର ଏମିତିକା ମେଳାମାନ ଆୟୋଜନ କରୁଛନ୍ତି । ଭାରତରେ ଆର୍ଟ ଓ କ୍ରାଫ୍ଟର ବିଭାଜନକାରୀ ରେଖା କିନ୍ତୁ ଆଗରୁ ନଥିଲା । ସବୁକିଛି କଳାର ପର୍ଯ୍ୟାୟଭୁକ୍ତ ଥିଲା । ସବୁକିଛିର…

ରତନ ଟାଟାଙ୍କୁ ଭାରତ ରତ୍ନ ଦାବି, ଟ୍ୱିଟରରେ ଟ୍ରେଣ୍ଡ୍

ନୂଆଦିଲ୍ଲୀ: ଦେଶର ଫେମସ ବିଜନେସମ୍ୟାନ୍ ତଥା ଟାଟା ଗ୍ରୁପର ପ୍ରମୁଖ ରତନ ଟାଟାଙ୍କୁ ଭାରତ ରତ୍ନ ଦେବା ପାଇଁ ସୋସିଆଲ ମିଡିଆରେ ଦାବି ଉଠିଛି । ଟ୍ୱିଟରରେ ରତନ ଟାଟା ଓ BharatRatnaForRatanTata ହ୍ୟାଶଟ୍ୟାଗରେ ୟୁଜର୍ସ ଲଗାତର ଟ୍ୱିଟ୍ କରିଛନ୍ତି । ମୋଟିଭେସନାଲ୍ ସ୍ପିକର ଡ.ବିବେକ…

ମାଲିକ ହେବ ତ ଏମିତି : କୁକୁରର ଜୀବନ ବଞ୍ଚାଇବାକୁ ମୁହଁରେ ଫୁଙ୍କି ଅକ୍ସିଜେନ୍‌ ଦେଲେ ମାଲିକ

ଝାରସୁଗୁଡ଼ା: ଅଭୁତ ସମ୍ପର୍କ । କୁକୁରର ଜୀବନ ବଞ୍ଚାଇବାକୁ ମାଲିକ ନିଜ ମୁହଁରେ ଫୁଙ୍କି ଅକ୍ସିଜେନ ଦେଇଛନ୍ତି । ଝାରସୁଗୁଡ଼ାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ଝାରସୁଗୁଡ଼ାର ଜଣେ କୁକୁର ମାଲିକ ତାଙ୍କ କୁକୁରର ଦେହ ଖରାପ ହେବା ପରେ ତାକୁ ଝାରସୁଗୁଡ଼ା ପ୍ରାଣୀ…

୧୬ ଲକ୍ଷ ଚାଷୀଙ୍କ ପାଇଁ ତାମିଲନାଡୁ ସରକାରଙ୍କ ବଡ଼ ନିଷ୍ପତ୍ତି; ୧୨,୧୧୦ କୋଟି ଟଙ୍କାର ଚାଷ ଋଣ ଛାଡ କରିବାକୁ ଘୋଷଣା

ଚେନ୍ନାଇ: ତାମିଲନାଡୁ ସରକାର ଶୁକ୍ରବାର ଦିନ ମତଦାନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ରାଜ୍ୟର ଚାଷୀଙ୍କ ପାଇଁ ସହାୟତା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ଅଧୀନରେ ରାଜ୍ୟର ସମବାୟ ବ୍ୟାଙ୍କରୁ ନିଆଯାଇଥିବା ଫସଲ ଋଣ ଛାଡ଼ କରାଯାଇଛି। ରାଜ୍ୟ ସରକାର (ତାମିଲନାଡୁ ସରକାର) ସାରା ରାଜ୍ୟରେ…

କାହିଁକି ଟୁଇଟର୍‌କୁ ‘ଚାଇନା ପପେଟ୍ କହିଲେ‌ କଙ୍ଗନା

ନୂଆଦିଲ୍ଲୀ: କଙ୍ଗନା ରାନାୱତ ଗୁରୁବାର ରାତିରେ ଏକ ଟୁଇଟ୍ କରି କହିଛନ୍ତି ଯେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ ଧମକ ଦେଉଛି। ଏ ନେଇ ସେ କହିଛନ୍ତି ଯେ, "ଚାଇନାର ପପେଟ୍‌ ଟୁଇଟର। ଯଦିଓ ମୁଁ କୌଣସି ନିୟମର ଉଲ୍ଲଂଘନ କରିନାହିଁ, ତଥାପି ମୋ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ ଧମକ…

ଟିକା ନେବେ ପୋଲିସ ଡିଜି, ସବୁ ଜିଲ୍ଲାପାଳ ଓ ଏସପି

ଭୁବନେଶ୍ୱର: କାଲିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହେବ । ଟିକା ନେବେ ପୋଲିସ ଡିଜି । ସେହିପରି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ବି ଟିକା ନେବେ । ଲୋକଙ୍କ ମନରେ ଆସ୍ଥା ପ୍ରକଟ କରିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀ କୋଭିଡ୍ ଟିକା ନେବେ । ଏନେଇ ରାଜ୍ୟ…