Latest Odisha News

BREAKING NEWS

‘ଓସ୍କାର ୨୦୨୧’ ଦୌଡ଼ରେ ସାମିଲ୍‌ ହେଲା ବିଦ୍ୟାଙ୍କ ଅଭିନୀତ ଏହି ଫିଲ୍ମ

ନୂଆଦିଲ୍ଲୀ: ଏମିତି ଅନେକ ସିନେମା ଅଛି ଯାହା ଯାହା ଡିଜିଟାଲ୍ ପ୍ଲାଟଫର୍ମରେ ଷ୍ଟ୍ରିମ୍ ହୋଇ ଆନ୍ତର୍ଜାତୀୟ ସ୍ତରରେ ଦର୍ଶକଙ୍କୁ ପ୍ରଭାବିତ କରିଥାଏ। ଏହିପରି ଗୋଟିଏ ଚଳଚ୍ଚିତ୍ର ହେଉଛି ବିଦ୍ୟା ବାଲାନଙ୍କ 'ନଟ୍ଖ‌ଟ୍' ଯାହା ଗତ ବର୍ଷ ମୁକ୍ତିଲାଭ କରିଥିଲା ​​ଏବଂ ବର୍ତ୍ତମାନ ଏହି ଫିଲ୍ମ…

ଆହତ କାରଣରୁ ପ୍ରଥମ ଟେଷ୍ଟରୁ ଅକ୍ଷର ପଟେଲ ଆଉଟ୍, ଏମାନଙ୍କୁ ମିଳିଲା ସୁଯୋଗ

ଚେନ୍ନାଇ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ପ୍ରଥମ ଟେଷ୍ଟ । ତାପୂର୍ବରୁ ଦଳକୁ ଲାଗିଛି ଆହତ ଝଟକା । ଆଣ୍ଠୁରେ ଯନ୍ତ୍ରଣା ଯୋଗୁ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଲେ ସ୍ପିନ୍ ବୋଲର ତଥା ଅଲରାଉଣ୍ଡର ଅକ୍ଷର ପଟେଲ୍ । ତାଙ୍କର ବାମ ଗୋଡ଼ ଆଣ୍ଠୁରେ ଯନ୍ତ୍ରଣା ହେଉଛି । ଅକ୍ଷର ପଟେଲଙ୍କ ସ୍ଥାନରେ…

ହୁ ହୁ ହୋଇ ଜଳିଲା ଚଳନ୍ତା କାର; ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ନବରଙ୍ଗପୁର: କଳାହାଣ୍ଡି ଜିଲ୍ଲା ୨୬ ନଂ ଜାତୀୟ ରାଜପଥରେ ଘଟିଛି ଅଭାବନୀୟ ଦୁର୍ଘଟଣା ।ଚାଲୁ ଚାଲୁ ହୁ ହୁ ହୋଇ ଜଳିଲା କାର । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ଯାତ୍ରୀ। ସୂଚନାନୁସାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପ୍ରଗତି ମହାବିଦ୍ୟାଳୟ ରାସ୍ତା ସମ୍ମୁଖରେ ଏକ ଚଳନ୍ତା କାରରେ ନିଆଁ…

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଚେନ୍ନାଇରେ ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଟେଷେ୍ଟ ସିରିଜ । ଚେନ୍ନାଇର ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ । କ୍ରିକେଟ୍‍ ପ୍ରେମୀ ତଥା ବିନା ଦର୍ଶକରେ ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମରେ ଏକ…

ଗଛରେ ପିଟି ହେଲା କାର, ୨ ମୃତ ଓ ୨ଗୁରୁତର

ବଲାଙ୍ଗିର: ଗଛରେ ପିଟି ହେଲା କାର୍ । ଦୁର୍ଘଟଣା ନେଲା ଦୁଇ ଜଣଙ୍କର ଜୀବନ । ଆଉ ଦୁଇ ଜଣ ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରାସ୍ତାର ସାଗରପାଲିରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଦୁଇ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଉଦ୍ଧାର…

ଭଦ୍ରକରେ ଅଗ୍ନିକାଣ୍ଡ; ୪ ପରିବାର ସର୍ବସ୍ବନ୍ତ

ଭଦ୍ରକ: ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ। ଜଳି ପୋଡି ପାଉଁଶ ହୋଇଯାଉଛି ୧୦ ବଖରାରୁ ଅଧିକ ଘର। ଏଥିରେ ୪ ଟି ପରିବାର ନିଜର ସର୍ବସ୍ୱ ହରାଇ ସର୍ବସ୍ୱନ୍ତ ହୋଇ ପଡିଛନ୍ତି। ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକର କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି…

ନୀତିଦିନ କରନ୍ତୁ ଧନୁରାସନ; ମିଳିବ ଏହି ଫାଇଦା

ଭୁବନେଶ୍ୱର: କଥାରେ ଅଛି ଯୋଗ କଲେ ଶରୀର ନିରୋଗ ରହେ। ଆମେ ଆଜି ଆପଣଙ୍କୁ ଏପରି ଏକ ଯୋଗାସନ ସମ୍ପର୍କରେ କହିବୁ ଯାହା କଲେ ଆପଣଙ୍କ ମେରୁଦଣ୍ଡ ଏକଦମ ସୁସ୍ଥ ରହିବ। ଏହାସହ ତଳିପେଟ ବଢ଼ୁଥିଲେ, ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହେଉଥିଲେ କିମ୍ବା ଶ୍ୱାସ ରୋଗ ସମସ୍ୟା ଥିଲେ ଧନୁରାସନ ପ୍ରତିଦିନ ସକାଳେ…

ରାଉରକେଲାରେ ‘ସୁଦକ୍ଷ’ କୋଚିଂ କେନ୍ଦ୍ର ଉଦ୍‌ଘାଟିତ; ଶିକ୍ଷିତ ଯୁବକ ଯୁବତୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ…

ରାଉରକେଲା: ସୁନ୍ଦରଗଡ଼ ପରେ ରାଉରକେଲାରେ ଖୋଲିଲା "ସୁଦକ୍ଷ" କୋଚିଂ କେନ୍ଦ୍ର । କୋଏଲ ନଗରଠାରେ ଗୁରୁବାର ଦିନ ଏହି କୋଚିଂ କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଏବଂ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଛନ୍ତି । ସୁନ୍ଦରଗଡ଼ ସହିତ…

ଅସହ୍ୟ ଜାଡ଼ରେ ଥରୁଛି ଓଡିଶା; ଫୁଲବାଣୀରେ ୫ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ବର: ଅସହ୍ୟ ଜାଡ଼ରେ ଥରୁଛି ଓଡିଶା। ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଶୀତର ପ୍ରକୋପ ଏବେ ଅଧିକ ରହିଥିବା ବେଳେ ଆସନ୍ତା ୨ରୁ ୩ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମାତ୍ର ୮ ତାରିଖରୁ ପୁଣି ଥିରେ ପାରଦସ୍ତର ଖସିବା ସହ ଶୀତ…

ଭଞ୍ଜନଗରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୫ ବଖରା ଘର

ଭଞ୍ଜନଗର: ଭଞ୍ଜନଗର ତାରାସିଙ୍ଗ ଥାନା ଅନ୍ତର୍ଗତ ନାରୀଗୋଚ୍ଛା ନିକଟ ମିଲସାହିରେ ଘଟିଛି ଭୟବହ ଅଗ୍ନିକାଣ୍ଡ । ଏଥିରେ ଦୋକାନ ଗୃହ ସମେତ ୫ ବଖରା ଘର ପୋଡିଜଳି ପାଉଁଶ ହୋଇଯାଇଛି। ସୂଚନାନୁସାରେ, ନିଆଁ ତିନୋଟି ଖଳାରେ ଲାଗିବା ହେତୁ ପ୍ରାୟ ୧୦୦ ବସ୍ତା ଧାନ ପୋଡି ଯାଇଥିବା ବେଳେ ଗୋଟିଏ ଧାନ…