Latest Odisha News

BREAKING NEWS

ନିର୍ମାଣ ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ, ଖର୍ଚ୍ଚ ହେବ ୬୫୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଭବ୍ୟ ଷ୍ଟେସନ ଭାବେ ନିର୍ମାଣ କରିବାକୁ ଯୋଜନା ଚାଲିଛି । ଏହି ରେଳ ଷ୍ଟେସନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୫୦୦ କୋଟି । ଏହା ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ । ପିପିପି ପ୍ରକଳ୍ପ ଅନୁସାରେ ନିର୍ମାଣ ହେବାକୁଥିବା ଏହି ନୂଆ…

କୋର୍ଟରେ ହାଜର ପରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ଗୋପାଳପୁର ବିଧାୟକ

ବ୍ରହ୍ମପୁର : କୋର୍ଟରେ ହାଜର ପରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କୋର୍ଟରେ ହାଜର ହୋଇ ଅସୁସ୍ଥତା ଥିବା କହିଥିଲେ ପ୍ରଦୀପ । ତେଣୁ ତାଙ୍କୁ ବ୍ରହ୍ମପୁର ବଦଳରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଉ ବୋଲି କୋର୍ଟଙ୍କୁ ନିବେଦନ କରିଥିଲେ ବିଧାୟକ…

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ବିଟ୍ କରିଥିବାରୁ ଗ୍ରେଟା ଥନବର୍ଗଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ : ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିଙ୍କ ଟ୍ବିଟ୍ ପରେ ଦେଶରେ ହଇଚଇ । ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ । ଆଜି ଆଉ ଏକ ଟ୍ବିଟ୍ କରି ସେ ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ କରୁଛି ବୋଲି କହିଛନ୍ତି । କୌଣସି…

ପବିତ୍ର ମାଘ ସପ୍ତମୀ; ବୁଡ଼ ଲାଗି ପ୍ରଶାସନର କଟକଣା ଜାରି

କୋଣାର୍କ: କର‌ୋନା ମହାମାରୀକୁ ଦୃଷ୍ଟିରେ ରଖି କୋଣାର୍କ ନିକଟ ଚନ୍ଦ୍ରଭାଗା ବେଳାଭୂମିରେ ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ନ‌େଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଜିଲ୍ଲା ପ୍ରଶାସନ ସହ ଏକ ବୖ‌େଠକ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇ କହିଛନ୍ତି ଯେ ଏଥିପାଇଁ କେବଳ…

ଫେବୃଆରୀ ୧୩ରୁ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟିକାର ୨ୟ ଡ‌ୋଜ ପ୍ରଦାନ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୩ରୁ ସ୍ୱାସ୍ଥ୍ୟ ସେବାର‌େ ନିୟ‌ୋଜିତ ଓ ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କରୋନା ଟିକାର ଦ୍ବିତୀୟ ଡୋଜ ଦିଆଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଦିନ ନିତି ଆୟୋଗ ସଦସ୍ୟ ଡ. ଭି.କେ ପଲ କହିଛନ୍ତି ଯ‌େ, “ଏପର୍ଯ୍ୟନ୍ତ ସେମାନଙ୍କୁ କେବଳ ଟିକାର…

ବିବାଦରେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ, ୨ ପିଲାଙ୍କୁ ଘରେ ବନ୍ଦୀ କରି ରଖିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଲେ ଦ୍ବିତୀୟ…

ମୁମ୍ବାଇ: ମହାରାଷ୍ଟ୍ରର ସାମାଜିକ ନ୍ୟାୟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ବିବାଦ ମଧ୍ୟକୁ ଟାଣି ହୋଇଛନ୍ତି । ଧନଞ୍ଜୟ ମୁଣ୍ଡେଙ୍କ ଦ୍ବିତୀୟ ପତ୍ନୀ ନିର୍ଯ୍ୟାତନା ଅଭିଯୋଗ ଆଣିବା ସହିତ ତାଙ୍କର ଦୁଇ ଜଣ ପିଲାଙ୍କୁ ମଧ୍ୟ ଅକଥନୀୟ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ପତ୍ନୀ କରୁଣା ଶର୍ମା…

ଓଡ଼ିଶା କ୍ୟାଡରର ୨ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରରେ ମିଳିବ ଏଡିଜି ପାହ୍ୟା

ଭୁବନେଶ୍ୱର: ଓଡିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ସମେତ ସାରା ଦେଶରୁ ୧୩ ଜଣ କେନ୍ଦ୍ରୀୟ ଡେପୁଟେସନରେ ଗଲେ ମିଳିବ ଏଡିଜି ପାହ୍ୟା । ଏଡିଜି ପାହ୍ୟାକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି । ଓଡିଶା କ୍ୟାଡରର ଏହି ଦୁଇ ଅଧିକାରୀ ହେଲେ ସୁଧାଂଶୁ ଷଢଙ୍ଗୀ ଓ…

ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ‘ସୁଇଚ୍ ଦିଲ୍ଲୀ’ ଅଭିଯାନ ଆରମ୍ଭ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ବୈଦ୍ୟୁତିକ ଯାନର ଲାଭ ବିଷୟରେ ନାଗରିକମାନଙ୍କୁ ସଚେତନ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ 'ସୁଇଚ୍ ଦିଲ୍ଲୀ' ନାମକ ଏକ ବୈଦ୍ୟୁତିକ ଯାନ ଜନ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ସମସ୍ତ ରାଜ୍ୟ ମଧ୍ୟରେ ବୈଦ୍ୟୁତିକ ଯାନ (ଇଭି) କ୍ରୟ…

ପର୍ଯ୍ୟଟକଙ୍କ ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ହେଲପ ଲାଇନ ନମ୍ବର

ପୁରୀ: ପୁରୀ କୁ ଆସୁଥିବା ସମସ୍ତ ପର୍ଯ୍ୟଟକ କିଭଳି ସୁରକ୍ଷିତ ରହିବେ ସେ ନେଇ ପୋଲିସ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ୱର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି ୬୩୭୦୯୬୭୧୦୦ । ଏଠାକୁ ଆସୁଥିବା ପର୍ଯ୍ୟଟକ କୌଣସି ଅସୁବିଧାରେ ପଡିଲେ ଏହି ନମ୍ବରରେ କଲ କରି ଜଣାଇ ପାରିବେ । ଏହି ନମ୍ବର ୨୪ ଘଣ୍ଟା…

ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

ରାୟଗଡ଼ା: ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ଦୁଇ ଜଣ ଶିଶୁ ହେଲେ ୫ ବର୍ଷର କୁମାରୀ ମାଝୀ ଏବଂ ୩ ବର୍ଷର ବିଦ୍ୟା ମାଝୀ । ମିଳିଥିବା ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନ ସମୟରେ ଦୁ​‌​‌ର୍ଯ୍ୟାେଧନ…