ଦିଦି କହିଲେ ଦୁଇ ଗୋଡରେ ଦିଲ୍ଲୀ ଜିତିବୁ !
କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ମନ୍ତବ୍ୟ ଚର୍ଚ୍ଚାରେ ରହି ଆସିଛି । ଏବେ ହ୍ୱିଲଚେୟାର ବସି ମମତା ନିର୍ବାଚନ ପ୍ରଚାର ଜାରୀ ରଖିଛନ୍ତି । ଏହି ଅବସରରେ ସୋମବାର ଦୃଢ଼ତା ସହକାରେ ସେ କହିଛନ୍ତି, ମୋ ବାମ ଗୋଡରେ ଆଘାତ ଲାଗିଛି । ଏହି ଗୋଟିଏ ଗୋଡରେ ବୁଲି…