Latest Odisha News

BREAKING NEWS

ବ୍ରିଟେନ ଧାବକ ମୋ ଫରାହଙ୍କ ୧ ଘଂଟା ଦୌଡରେ ବିଶ୍ୱରେକର୍ଡ

ବ୍ରସେଲ୍ସ: ବେଲଜିୟମ ରାଜଧାନୀ ବ୍ରସେଲ୍ସରେ ଚାଲିଥିବା ଭାନ ଡାମ ମିଟରେ ବ୍ରିଟେନର ଧାବକ ମୋ ଫାରାହ ୧ ଘଂଟା ଦୌଡ ପ୍ରତିଯୋଗିତାରେ ବିଶ୍ୱରେକର୍ଡ ସ୍ଥ୍‌ାପନ କରିଛନ୍ତି । ମହିଳା ବିଭାଗରେ ନେରଦଲ୍ୟାଣ୍ଡର ସିଫାନ ହାସନ ମଧ୍ୟ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପୁରୁଷ ବିଭାଗରେ ଫରାହ…

ରବିବାର ପ୍ରକାଶ ପାଇବ IPL କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଉ ଦୁଇ ସପ୍ତାହ ପରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ତମ ସିଜନ୍ । ତେବେ ଆସନ୍ତାକାଲି ଅର୍ଥାତ ରବିବାର ଦିନ ମ୍ୟାଚ୍ ସୂଚୀ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ । ସପ୍ଟେମ୍ବର ୪ରେ ଏହି ସୂଚୀ ପ୍ରକାଶ ପାଇବ ବୋଲି ଚର୍ଚ୍ଚା…

ସେପ୍ଟେମ୍ବର ୧୨ରୁ ଗଡିବ ଆଉ ୮୦ ପାସେଞ୍ଜର ଟ୍ରେନ୍‌

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ରୁ ଗଡିବ ଆଉ ନୂଆ ୮୦ଟି ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ରେଳ ବିଭାଗ ଶନିବାର ନିଷ୍ପତ୍ତି ନେଇଛି । ସେପ୍ଟେମ୍ବର ୧୨ରେ ଏହି ୮୦ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବାକୁ ଥିବା ବେଳେ ଏଥିପାଇଁ ଯାତ୍ରୀ ୧୦ ତାରିଖରୁ ବୁକିଂ ଆରମ୍ଭ କରିପାରିବେ। କିନ୍ତୁ ପୂର୍ବରୁ ଚାଲୁଥିବା ୨୩୦…

ଗୁରୁ ଦିବସରେ ରାଷ୍ଟ୍ରପତି ପୁରସ୍କାର ପାଇଲେ ୨ ଓଡ଼ିଆଙ୍କ ସମେତ ୪୭ ଶିକ୍ଷକ

ନୂଆଦିଲ୍ଲୀ: ଗୁରୁ ଦିବସରେ ସମ୍ମାନୀତ ହେଲେ ଗୁରୁ । ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ । ଅଜି ଗୁରୁ ଦିବସ ଅବସରରେ ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି । ବସନ୍ତ କୁମାର ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ସରସରା ଉଚ୍ଚ…

ମାନବିକତାର ପରିଚୟ ଦେଲେ ଭାରତୀୟ ଯବାନ, ଚୀନର ୩ ନାଗରିକଙ୍କୁ ଉଦ୍ଧାର କଲେ

ନୂଆଦିଲ୍ଲୀ:ଭାରତୀୟ ଯବାନଙ୍କୁ ସବୁ ଦୃଷ୍ଟି କୋଣରୁ କାହିଁକି ଶ୍ରେଷ୍ଠ କୁହାଯାଏ ତାହା ପୁନର୍ବାର ପ୍ରମାଣିତ ହୋଇଛି । ବାରମ୍ବାର ସୀମାରେ ହଇରାଣ କରୁଥିବା ଚୀନର ୩ ନାଗରିକ ଭୁଲ ବଶତଃ ସିକ୍କିମ ନିକଟରେ ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିଥିଲେ । ସୀମାରେ ସଜାଗ ଥିବା ସେନା ଏହି ୩ଜଣଙ୍କୁ…

କୋଭିଡ ଟେଷ୍ଟକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନୂଆ ଆଡଭାଇଜରି ଜାରି

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି ମାରାତ୍ମକ ଭାଇରସ କରୋନା । ପ୍ରତିଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିପରି କୋଭିଡ ଟେଷ୍ଟ ସଂଖ୍ୟା ମଧ୍ୟ ବଢ଼ଛି । ତେବେ କରୋନା ଟେଷ୍ଟକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆସିଛି ନୂଆ ଆଡଭାଇଜରି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଥିରେ ନୂଆ…

ଅଭାବ ନା ଅବହେଳା

ସୃଷ୍ଟିର ଆରମ୍ଭ ଆମ ମହିଳାଙ୍କୁ ନେଇ । ମହିଳା ଯଦି ନ ରହିବେ ତା’ହେଲେ ସଂସାର ଛାରଖାର, ଏକଥା ସମସ୍ତେ ହୃଦୟଙ୍ଗମ କରିଛନ୍ତି । ହେଲେ ବି ଆଜି ଆମେ କେଉଁଠି ନା କେଉଁଠି ମହିଳାମାନଙ୍କ ଅଭାବ ଦେଖୁଛେ । ସବୁ କ୍ଷେତ୍ରରେ ଆମେ ଯେତେ ସଶକ୍ତ ମହିଳାଙ୍କୁ କରୁଛେ ବୋଲି ଯେତେ ଉଦାହରଣ ଭାଷଣବାଜିରେ…

ଏକାସଙ୍ଗେ ଫାଟିଲା ୬ଟି ଏସି, ୧୨ ମୃତ

ଢ଼ାକା: ବାଂଲାଦେଶର ରାଜଧାନୀ ଢ଼ାକାର ଏକ ମସ୍‌ଜିଦ୍‌ରେ ଅଭାବନୀୟ ଘଟଣା ଘଟିଛି । ମସ୍‌ଜିଦ୍‌ରେ ପ୍ରାର୍ଥନା ଚାଲିଥିବା ସମୟରେ ଏକାସଙ୍ଗେ ୬ଟି ଏସିରେ ବିସ୍ଫୋରଣ ଘଟିଛି । ଫଳରେ ଜଣେ ଶିଶୁଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ୨୫ ଜଣ ଆହତ ହୋଇଛନ୍ତି । ଗ୍ୟାସ୍ ଲିକ୍ ଯୋଗୁଁ ଏସିରେ ବିସ୍ଫୋରଣ…

ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ପାସ୍ ହାର ୬୭.୫୬%

ଭୁବନେଶ୍ୱର: ପ୍ରକାଶ ପାଇଛି +୨ କଳା ପରୀକ୍ଷା ରେଜଲ୍ଟ । ଯୁକ୍ତ ୨ କଳାରେ ପାସ୍ ହାର ୬୭.୫୬ ପ୍ରତିଶତ ରହିଛି । ପାସ୍‌ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ସିଏଚଏସଇ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ମନ୍ତ୍ରୀ…

ଡ୍ରଗ୍ସ ଆଣି ବିକ୍ରି କରୁଥିଲେ ରିୟା: ଏନ୍‌ସିବି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ସାମିଲ ଥିଲେ ବଲିଉଡ ଅଭିନେତ୍ରର ତଥା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଡ୍ରଗ୍ସ ଆଣି ରିୟା ବିକ୍ରି ମଧ୍ୟ କରୁଥିଲେ । ଏଭଳି ରିପୋର୍ଟ ଦେଇଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ରିୟାଙ୍କୁ ଏହି ମାମଲାରେ ଏନ୍‌ସିବି…