Illegal Cattle Smuggling:ଥମୁନି ବେଆଇନ ଗୋ ଚାଲାଣ: ତେଲ ଟ୍ୟାଙ୍କର ଭିତରେ ଥିଲେ ୩୫ରୁ ଅଧିକ ଗୋରୁ
ଭଦ୍ରକ: ଥମୁନି ଗୋ-ଚାଲାଣ । ତେଲ ଟ୍ୟାଙ୍କରରେ ଅଭିନବ ଉପାୟରେ ଗୋଚାଲାଣ କରୁଛନ୍ତି ଗୋ-ମାଫିଆ । ବେଆଇନ୍ ଭାବେ ଗୋ-ଚାଲାଣ ବେଳେ ମାଡ଼ିବସିଥିଲେ ଗୋ-ରକ୍ଷକ । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଧାମନଗର ଥାନା ବାରିକପୁର ଛକ ନିକଟରେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକମାନେ। ଏହି…