ଶ୍ରୀ ଭାଗବତ ସାର ୧୨୯: ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଗୋପୀ ମାନଙ୍କ ଭକ୍ତି ହେଉଛି ଜ୍ଞାନଶୂନ୍ୟ ଭକ୍ତି ବା ଶୁଦ୍ଧାଭକ୍ତି
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଗୋପୀ ମାନଙ୍କ ଭକ୍ତି ହେଉଛି ଜ୍ଞାନଶୂନ୍ୟ ଭକ୍ତି ବା ଶୁଦ୍ଧାଭକ୍ତି। ଏହି ଭକ୍ତିର ମୂଖ୍ୟ ଉପାଦାନ ହେଉଛି ଅନୁରାଗ, ସେଥିପାଇଁ ଏହା ପ୍ରେମ ଭକ୍ତି ରୂପେ ବିବେଚିତ ହୋଇଥାଏ। ଏଥିରେ ଜୀବ (ଗୋପୀ ଗଣ )ପରମ…