ୟୁକ୍ରେନ ଆକ୍ରମଣରେ ଋଷ ତୈଳ ବିଶୋଧନାଗାର ଧ୍ଵଂସ
କିଭ୍: ୟୁକ୍ରେନ, ଋଷ ଉପରେ ୩୬୧ଟି ଡ୍ରୋନ ଦ୍ଵାରା ଆକ୍ରମଣ କରିଥିବା ନେଇ ରବିବାର ରୁଷ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏଥିମଧ୍ୟରେ ଚାରୋଟି ଗାଇଡେଡ୍ ଏରିଆଲ୍ ବୋମା ଏବଂ ଏକ ଆମେରିକା ନିର୍ମିତ HIMARS କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ।
ଏହି ଆକ୍ରମଣ ବିଶେଷ କରି ଋଷର ଉତ୍ତର-ପଶ୍ଚିମରେ…