Latest Odisha News

BREAKING NEWS

୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ; ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ ସଂଶୋଧନ ପ୍ରସ୍ତାବରେ ଲାଗିଲା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାରଦିନ ନବୀନ ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଏହି ଅବସରରେ ରାଜ୍ୟ ଲାଗି ୨୨ଟି ଗୁରୁତ୍ୱପୂର୍ଣ୍ଣ…

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ଶୁଣାଣୀ ହୋଇପାରିଲାନି

ନୂଆଦିଲ୍ଲୀ:ଅନ୍ତର୍ଜାତୀୟ କ୍ରିକେଟ କାଉନସିଲର ପରବର୍ତୀ ବୈଠକ ଜୁନ ୧୦କୁ ଘୁଂଚାଇ ଦିଆଯାଇଛି । ଗୁରୁବାର ବୈଠକରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ସମ୍ପର୍କରେ ନିଷ୍ପତି ନିଆଯାଇ ପାରି ନ ଥିଲା । କରୋନା ଯୋଗୁ ବିଶ୍ୱକପକୁ ଘୁଂଚାଇ ଦିଆଯାଇଛି । ଏହା କେବେ ହେବ ସେ ନେଇ ଆଗାମୀ…

କରୋନା ଆକ୍ରାନ୍ତ ୨ ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଭୁବନେଶ୍ୱର: ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଓଡିଶାରେ ଦୁଇ ଜଣ କୋଭିଡ -୧୯ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆଯାଇଛି । ଯକୃତ ରୋଗ ଏବଂ ହେପାଟାଇଟିସ୍ ବିରେ ପୀଡିତ ଥିବା ଖୋର୍ଦ୍ଧା ଜିଲ୍ଲାର ୪୨ ବର୍ଷ ବୟସ୍କ ବ୍ୟକ୍ତି ଜଣକ ନିକଟ…

ଶ୍ରୀକ୍ଷେତ୍ର ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହେଲା ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ

ପୁରୀ: ପୁରୀରେ ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହୋଇଯାଇଛି ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ । "ଐହେହି ଦେବେଶ ପିନାକପାଣେ ଶଶାଙ୍କ ମୌଳି ବୃଷାଭାଧିରୂଢ । ଦେବାଧିଦେବେଶ ମହେଶ ନିତ୍ୟଂ ଗୃହାଣ ପୂଜା ଭଗବନ୍ ନମସ୍ତେ ।।" ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀରେ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ…

ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ପ୍ରକଳ୍ପ ନିର୍ମାଣ ଲାଗି ଓଡିଶା ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ଅଞ୍ଚଳରେ ଉଭୟ ଆବାସିକ ଏବଂ ବାଣିଜ୍ୟିକ ଉଦ୍ଦେଶ୍ୟରେ ଉଚ୍ଚସ୍ତରୀୟ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ ଜନପଥ ସହିତ ସରକାରୀ-ଘରୋଇ ଭାଗିଦାରୀ (ପିପିପି) ମୋଡରେ ଏହି ପ୍ରକଳ୍ପଗୁଡ଼ିକ…

ଓଡ଼ିଶାରେ ଚିହ୍ନଟ ୬୩ କରୋନା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର, ଜାଣନ୍ତୁ…

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆଉ ୬୩ କରୋନା ରୋଗୀଙ୍କ ସମ୍ପର୍କରେ ଓଡିଶା ସରକାର ଶୁକ୍ରବାର ଦିନ ସବିଶେଷ ବିବରଣୀ ପ୍ରକାଶ କରିଛନ୍ତି। ଏହି ସମସ୍ତ ମାମଲାଗୁଡ଼ିକ କ୍ୱାରେଣ୍ଟାଇନ କେନ୍ଦ୍ରର ବୋଲି ଚିହ୍ନଟ ହୋଇଛି। ଏନେଇ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ…

ପୁଣିଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ଚତୁଃର୍ପାଶ୍ୱ ଉଚ୍ଛେଦ କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ତଥା ସୌନ୍ଦର୍ଯ୍ୟ କରଣ ନିମନ୍ତେ ମେଘନାଦ ପାଚେରୀ ଠାରୁ ୭୫ ମିଟର ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳୁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଥିବା ଉତ୍ତରପାର୍ଶ୍ୱ ମଠ ଏବଂ ଏହାର ଦୋକାନ ଘର ଗୁଡିକୁ ପୁରୀ ପ୍ରଶାସନ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି।…

ସୀମାନ୍ତ ଜିଲ୍ଲାରେ ପୋଲିସର ଏନକାଉଣ୍ଟର: ୪ ହାର୍ଡକୋର ମାଓବାଦୀ ମୃତ

ମାଲକାନାଗିରି: ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ରାଜନନ୍ଦଗାଓଁ ଜିଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା। ପୋଲିସ ର ଏନକାଉଣ୍ଟରରେ ଚାରି ହାର୍ଡ କୋର ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା। ଘଟଣା ସ୍ଥଳରୁ ୪ ଟି 'ଏକେ ୪୭' ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ…

ସାଇ ଇଣ୍ଟରନ୍ୟାସନାଲରେ ଜୁନ୍ ୧ରୁ ଆୟୋଜିତ ହେଉଛି ଇ-ସମର୍ କ୍ୟାମ୍ପ୍‌

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ଚଳିତ ବର୍ଷ ନିଆରା ଢଙ୍ଗରେ ଆୟୋଜିତ କରୁଛି ଇ-ସମର୍ କ୍ୟାମ୍ପ୍ । ପିଲାମାନଙ୍କର ଗଠନମୂଳକ କାର୍ଯ୍ୟକୁ ଅଧିକ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସାଇ ଇଣ୍ଟରନ୍ୟାସନାଲ୍ ଏହିପରି ଏକ ଗ୍ରୀଷ୍ଣ ଶିବିର ଆୟୋଜନ କରୁଛି । ସାମ୍ପ୍ରତିକ ପରିସ୍ଥିତିରେ ବାର୍ଷିକ ଗ୍ରୀଷ୍ଣ…

ରାଜ୍ୟର ଏହି ୫ ଟି ଜିଲ୍ଲାରେ ଅଛନ୍ତି ୧୦୦୦ ରୁ ଅଧିକ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କ୍ରମାଗତ ଭାବରେ ବଢିଚାଲିଛି କରୋନା ମାମଲା । ରାଜ୍ୟରେ ଚିହ୍ନଟ ୧୭୦୦ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଟି ଜିଲ୍ଲାରେ ରହିଛି ୧୦୦୦ ରୁ ଅଧିକ ମାମଲା। ଏହି ୫ ଜିଲ୍ଲା ହେଉଛି ଗଞ୍ଜାମ, ଯାଜପୁର,ବାଲେଶ୍ଵର ଖୋର୍ଦ୍ଧା ଏବଂ ଭଦ୍ରକ। ଏହି ୫ ଜିଲ୍ଲା ମଧ୍ୟରୁ ଗଞ୍ଜାମ…