ଘୋଷିତ ହେଲା ନିଟ୍-ପିଜି ୨୦୨୦ ପରୀକ୍ଷା ସୂଚୀ
ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ବୋର୍ଡ଼ (ଏନବିଇ) ପକ୍ଷରୁ ନ୍ୟାସନାଲ୍ ଏଲିଜିବିଲିଟି ତଥା ପୋଷ୍ଟ ଗ୍ରାଜୁଏଟ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍ ପିଜି) ୨୦୨୦ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପରୀକ୍ଷା କାର୍ଯ୍ୟସୂଚୀ ଘୋଷିତ ହୋଇଛି ।
ଏନବିଇ ପକ୍ଷରୁ ଘୋଷିତ ବିଜ୍ଞପ୍ତି…