Latest Odisha News

BREAKING NEWS

ହମାସକୁ ଶେଷ ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ; କହିଲେ, ଇସ୍ରାଏଲୀ ବନ୍ଧକମାନଙ୍କୁ ତୁରନ୍ତ ମୁକ୍ତ କର ନଚେତ୍…

ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୭ ଅକ୍ଟୋବର ୨୦୨୩ ପ୍ରାୟ ୨ ବର୍ଷ ଧରି ଇସ୍ରାଏଲ ଉପରେ ହମାସର ଆକ୍ରମଣ ସହିତ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ଏହି ସମ୍ପୂର୍ଣ୍ଣ ଯୁଦ୍ଧ ମଧ୍ୟରେ, ଏବେ ଆମେରିକାର…

Weather Update: ପ୍ରବଳ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମୌସୁମୀ ସକ୍ରିୟ ଥିବାରୁ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଉପରେ ବାୟୁମଣ୍ଡଳୀୟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ତୀବ୍ରତା ବଢ଼ିଛି । ଫଳରେ ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି ସୁନ୍ଦରଗଡ଼, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର,…

୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦିଲ୍ଲୀରେ ସବୁ ବିଜେପି ସାଂସଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରେ ଓଡ଼ିଶାର ସାଂସଦମାନଙ୍କୁ ଭେଟିବା ସହ ଅନ୍ୟାନ୍ୟ ଆଲୋଚନା କରିବେ ।…

CM Mohan Charan Majhi: ବଢିଲା ଚର୍ଚ୍ଚା..ପୁଣି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୪ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିବା ବେଳେ ପୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଯାଉଛନ୍ତି । ଆଜି ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବେ। ଦିଲ୍ଲୀରେ…

India-Israel Tie: ଆମେରିକା ସହ ଶୁଳ୍କ ବିବାଦ ମଧ୍ୟରେ..ଭାରତ- ଇସ୍ରାଏଲ ସ୍ୱାକ୍ଷର କରିବେ ମୁକ୍ତ ବାଣିଜ୍ୟ ଚୁକ୍ତି !

ନୂଆଦିଲ୍ଲୀ:ଆମେରିକା ସହିତ ଚାଲିଥିବା ଶୁଳ୍କ ବିବାଦ ମଧ୍ୟରେ ଭାରତ ଏବଂ ଇସ୍ରାଏଲ ଏହି ସପ୍ତାହରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି (bilateral investment treaty-BIT) ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ( free trade…

ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରବଳ ବର୍ଷା; ହରିଶଙ୍କର ପୀଠରେ ବନ୍ୟା ସ୍ଥିତି

ବଲାଙ୍ଗୀର:ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହରିଶଙ୍କର ମନ୍ଦିର ପାଦଦେଶର ଝରଣାରେ ବନ୍ୟାସ୍ଥିତି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା । ଫଳରେ…

ଡାଇମଣ୍ଡ୍ ଚେକ୍ କରିବା ଚାକିରି ପାଇଁ କେଉଁ କୋର୍ସ ଆବଶ୍ୟକ? ଜାଣନ୍ତୁ କେତେ ମିଳିଥାଏ ଦରମା

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକ ଭିନ୍ନ ଏବଂ ନୂଆ ପ୍ରକାରର କ୍ୟାରିୟର୍ ଖୋଜୁଛନ୍ତି। ଲୋକ ଏବେ କେବଳ ଡାକ୍ତର-ଇଞ୍ଜିନିୟର କିମ୍ବା ସରକାରୀ ଚାକିରି ନୁହେଁ, ବରଂ ଅନେକ ଏପରି କାର୍ଯ୍ୟ ରହିଛି ଯାହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି ଯେଉଁଥିରେ ଉଚ୍ଚ ଆୟ ରହିଛି। ଏହିସବୁ ମଧ୍ୟରେ ଗୋଟିଏ ହେଉଛି…

Cyber fraud: କମିଶନରେଟ୍ ପୋଲିସ ହାତରେ ବିହାରର ସାଇବର ଠକ; ଅପହରଣ ଅଭିଯୋଗରେ ବନ୍ଧାହେଲେ ୫

ଭୁବନେଶ୍ବର: ସାଇବର ଠକକୁ ଅପହରଣ ଓ ୨୫ ଲକ୍ଷରେ ମୁଣ୍ଡ ଜାମିନ ଅଭିଯୋଗରେ ୫ ଗିରଫ । ସାଇବର ଠକକୁ ବିହାରରୁ ଡାକି ଅପହରଣ କରିବା ସହ ୨୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ । ଅଭିଯୁକ୍ତ ମାନଙ୍କ ନିକଟରୁ ମୋବାଇଲ, ଛୁରୀ, ୩ଟି ଆକାଉଣ୍ଟ ଜବତ…

ବିଶ୍ୱର ସବୁଠାରୁ ୫ ଦାମୀ ଫୋନ୍, ଯାହାର ଦାମ ୫୦୦ କୋଟି ଟଙ୍କା

ଭୁବନେଶ୍ୱର: ଅରବପତିମାନଙ୍କର ଶୌକ ମଧ୍ୟ ସାଧାରଣ ଲୋକଙ୍କର ସ୍ୱପ୍ନରୁ ବଡ଼ ହୋଇଥାଏ। ସାଧାରଣ ଲୋକମାନେ ଯେଉଁଠାରେ ଆଇଫୋନ୍ କିମ୍ବା ସାମସଙ୍ଗର ୧-୧.୫ ଲକ୍ଷ ଟଙ୍କାର ଫ୍ଲାଗଶିପ୍ ଡିଭାଇସ୍କୁ ମହଙ୍ଗା ଭାବନ୍ତି, ସେଠାରେ ଅରବପତିମାନେ ୩୦୦-୪୦୦ କୋଟି ଟଙ୍କାର ମୂଲ୍ୟର ଫୋନ୍ ରଖନ୍ତି। ଦୁନିଆରେ…

Hockey Asia Cup 2025: ୮ବର୍ଷ ପରେ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ ;ହାସଲ କଲା ବିଶ୍ବକପ ଟିକେଟ

ନୂଆଦିଲ୍ଲୀ:୪ର୍ଥ ଥର ପାଇଁ ଏସିଆ କପ୍ ( Hero Asia Cup 2025 Final) ଟାଇଟଲ ହାତେଇଲା ଭାରତ । ଫାଇନଲ ଟକ୍କରରେ କୋରିଆ ବିପକ୍ଷରେ ୪-୧ ଗୋଲରେ ବିଜୟ ହାସଲ କରି ଏସିଆ ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ସମଗ୍ର ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍ ନ ହାରି ଏହି ଟାଇଟଲ୍ ନିଜ…