ଏସ. ଜୟଶଙ୍କରଙ୍କ ମନ୍ତବ୍ୟକୁ ନେଇ ଚିହିଁକିଲା ପାକିସ୍ତାନ…
ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ, ଭିତ୍ତିହୀନ ଏବଂ ଦାୟିତ୍ୱହୀନ ବୋଲି ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ତାହିର ଆଦରାବି ଏକ ଲିଖିତ ବିବୃତ୍ତି ଜାରି କରି କହିଛନ୍ତି।
ଏହିପରି ମନ୍ତବ୍ୟକୁ ପାକିସ୍ତାନ…