ଦ୍ଵାଦଶ ଜଗଦୀଶ କଥା ସମ୍ମାନ ପାଇବେ ସୁପ୍ରିୟା ପଣ୍ଡା;ଶାନ୍ତନୁଙ୍କୁ ‘ଯୁବସମ୍ମାନ’
ଭୁବନେଶ୍ୱର: ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡସଟର୍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍’ ତରଫରୁ ୨୦୨୬ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଚଳିତବର୍ଷ ବିଶିଷ୍ଟ ଗାଳ୍ପିକା ତଥା ଔପନ୍ୟାସିକା ସୁପ୍ରିୟା ପଣ୍ଡା…