Latest Odisha News

BREAKING NEWS

ବଡ ନିଷ୍ପତ୍ତି ନେଲା ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍, ଗାଜା ଦଖଲ ଯୋଜନାକୁ ମିଳିଲା ମଞ୍ଜୁରୀ…..

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଗାଜା ସହର ଦଖଲ ଯୋଜନାକୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି…

ଖୁବଶୀଘ୍ର ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରୁ ହଟିବ ପରଦା; ପୁରୁଷ ବନ୍ଧୁଙ୍କୁ ଅଟକ ରଖିଲା ପୋଲିସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜିଅନ୍ତା ଜଳିଯିବା ମାମଲା । ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଲା ପୋଲିସ । ତେବେ ଚେନ୍ନାଇରୁ ଯୁବକକୁ ପୋଲିସ ଓଡ଼ିଶା ଆଣୁଥିବା ସୂଚନା ରହିଛି । ଘଟଣାର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଯୁବକଙ୍କ ନାଁରେ…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ୨ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

କଟକ: ଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଆସନ୍ତା ୧୧ ଓ ୧୨ ଦୁଇ ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରା ଉଚରା କରିବ । ସେମାନେ ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ…

ଟାରିଫ ଟେନସନ୍ ଭିତରେ ଟ୍ରମ୍ପଙ୍କ ଆଉ ଏକ ଧମାକା: ଭାରତ ସହ ବାଣିଜ୍ୟ ନେଇ କହିଦେଲେ ବଡ଼ କଥା….

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ ଏବେ ତେଜିବାରେ ଲାଗିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିରେ ଭାରତ ସହିତ କୌଣସି ବାଣିଜ୍ୟ ଆଲୋଚନା ହେବ ନାହିଁ। ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାମଲା; କାହିଁକି ଆମେରିକା କୋର୍ଟରେ ଆବେଦନ ଦାଖଲ କରିବେ ୬୦ ପୀଡିତଙ୍କ ପରିବାର?

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ସମ୍ପର୍କରେ ଏକ ନୂଆ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬୦ ଜଣଙ୍କ ପରିବାର ଆମେରିକାର କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସୂଚନା ରହିଛି । ଦୁର୍ଘଟଣାଗ୍ରସ୍ତ ବିମାନର ନିର୍ମାତା ବୋଇଂ କମ୍ପାନୀ ବିରୋଧରେ ପିଟିସନ୍ ଦାଖଲ…

ପାହାଡ଼ରୁ ରେଳ ଟ୍ରାକକୁ ଖସିଲା ବିରାଟ ପଥର, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ…

ରାୟଗଡ଼ା: ଟ୍ରାକ୍ ଉପରେ ପଥର ପଡ଼ିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ, ବଡ଼ ଅଘଟଣରୁ ବର୍ତ୍ତିଗଲା ଲିଙ୍କ କୋରବା ଏକ୍ସପ୍ରେସ ଟ୍ରେନ୍ । ରାୟଗଡା ସହର ଉପକଣ୍ଠ ମଝିଘରିଆଣୀ ମନ୍ଦିର ନିକଟ ରେଳ ଧାରଣାରେ ହୋଇଛି ଏହି ଅଘଟଣ । ରେଳ ଧାରଣାରେ ପଥର ଯୋଗୁଁ କୋରବା ଟ୍ରେନ ୬ ଘଣ୍ଟା ଧରି…

ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା, ୨ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ପାର୍କିଂ ବିବାଦରେ ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ସମ୍ପର୍କୀୟ ଭାଇ ଆସିଫ୍ କୁରେଶୀଙ୍କୁ ହତ୍ୟା କରାଯାଇଛି । ସ୍କୁଟି ପାର୍କିଂକୁ ନେଇ ଏକ ସାମାନ୍ୟ ବିବାଦ ବଢ଼ି ଯାଇଥିଲା ଏବଂ ଅଭିଯୁକ୍ତମାନେ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା କରିଥିଲେ…

ମିଳିବ ପ୍ରାକୃତିକ ଚମକ; ଲଗାନ୍ତୁ ତୁଳସୀ ପତ୍ରର ଏହି ଫେସ୍ ପ୍ୟାକ୍

ଭୁବନେଶ୍ବର: ଔଷଧୀୟ ଗୁଣରେ ପରିପୂର୍ଣ୍ଣ ତୁଳସୀ ପତ୍ର କେବଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ଏକ ବରଦାନ ସାବ୍ୟସ୍ତ ହୋଇପାରେ। ଯଦି ଆପଣ ଠିକ୍ ଉପାୟରେ ତୁଳସୀ ପତ୍ର ବ୍ୟବହାର କରନ୍ତି, ତେବେ ଆପଣ ଚମକଦାର ତ୍ୱଚା ପାଇପାରିବେ। ଆସନ୍ତୁ ଜାଣିବା…

ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗ: ବୟସ ସୀମା ୪ ବର୍ଷ କୋହଳ

ଭୁବନେଶ୍ବର: ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗରେ ସର୍ବାଧିକ ବୟସସୀମା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ । ସର୍ବାଧିକ ବୟସ ସୀମା କୋହଳ ନେଇ ହୋଇଥିବା ପିଟିସନ ଉପରେ ଆସିଲା ରାୟ । ସର୍ବାଧିକ ବୟସ ସୀମା ୪ ବର୍ଷ କୋହଳ କଲେ ରାଜ୍ୟ ସରକାର । ଏନେଇ…

କେଉଁ ରୋଗ ଯୋଗୁଁ ଶରୀରରେ କ୍ୟାଲସିୟମର ଅଭାବ ଦେଖାଦିଏ…

ଭୁବନେଶ୍ବର:କ୍ୟାଲସିୟମ ଏକ ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ ଯାହା ମଜବୁତ ହାଡ଼ ଏବଂ ଦାନ୍ତ ଗଠନରେ ସାହାଯ୍ୟ କରେ। ଏହା କେବଳ ହାଡ଼ ଗଠନ ପାଇଁ ନୁହେଁ, ବରଂ ମାଂସପେଶୀର ଶକ୍ତି, ହୃଦସ୍ପନ୍ଦନ ଏବଂ ସଠିକ୍ ସ୍ନାୟୁ କାର୍ଯ୍ୟ ପାଇଁ ମଧ୍ୟ ଅତ୍ୟାବଶ୍ୟକ। ଶରୀରରେ ଥିବା ମୋଟ କ୍ୟାଲସିୟମର ପ୍ରାୟ ୯୯%…