ଏହି ଦେଶରେ ମିଳନ୍ତି ଅସ୍ଥାୟୀ ପତି
ଆପଣମାନେ କେବେହେଲେ ବିଶ୍ୱାସ କରିବେ ନାହିଁ ଯେ, ଦୁନିଆରେ ଏପରି ସ୍ଥାନ ଅଛି ଯେଉଁଠାରେ ମହିଳାମାନେ ଅସ୍ଥାୟୀ ଓ ଭଡାରେ ପତି ଯୋଗାଡ କରନ୍ତି । ଏହା କିନ୍ତୁ ସତ୍ୟ । ୟୁରୋପର ଲାଟଭିୟାରେ ଏ ଭଳି ଘଟଣା ଦେଖିବାକୁ ମିଳୁଛି । ଏଠାରେ ପୁରୁଷଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗୁଛି । ଫଳରେ…