୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ହେବେ ଏକାଠି; ଏହି ୪ଟି ରାଶିଙ୍କୁ ମିଳିବ ଲାଭ…
ଭୁବନେଶ୍ବର: ଅଗଷ୍ଟ ୧୭ ତାରିଖରେ ସୂର୍ଯ୍ୟ କର୍କଟ ରାଶିରୁ ସିଂହ ରାଶିକୁ ଗମନ କରିବେ। କେତୁ ପୂର୍ବରୁ ସିଂହ ରାଶିରେ ଉପସ୍ଥିତ ଅଛନ୍ତି, ତେଣୁ ଏହି ରାଶିରେ ସୂର୍ଯ୍ୟ-କେତୁ ଏକାଠି ହେବେ ।
ପ୍ରାୟ ୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ଏହି ଏକାଠି ହେବେ । ଯଦିଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ…