ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ମାଟି ତଳୁ ଉଦ୍ଧାର ହେଲା ୪୪ କିଲୋ ଆଇଇଡି
ରାଉରକେଲା: ସୁରକ୍ଷା ବାହିନୀଙ୍କୁ ପୁଣି ଏକ ବଡ଼ ସଫଳତା। ମାଟିତଳୁ ବିପୁଳ ପରିମାଣର ବିସ୍ଫୋରକ କଲେ ଜବତ। ଓଡ଼ିଶା-ଝାଡ଼ଖଣ୍ଡ ସୀମା ସରାଇକେଲା ଓ ସରଣ୍ଡା ଜଙ୍ଗଲ ମାଟି ତଳୁ ଉଦ୍ଧାର ହେଲା ୪୪ କିଲୋ ଆଇଇଡି। IED ଜବତ କଲା ମିଳିତ ସୁରକ୍ଷା ବାହିନୀ।
ଏକ ପ୍ଲାଷ୍ଟିକ କଣ୍ଟେନରରେ ମାଟି ତଳେ…