ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟୁମନାମ ଖେମଚାନ୍ଦ
ଇମ୍ଫାଲ: ଦୀର୍ଘ ଦିନ ଧରି ରାଷ୍ଟ୍ରପତି ଶାସନ ପରେ ହିଂସାଗ୍ରସ୍ତ ମଣିପୁରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି। ମୈତେଇ ସମ୍ପ୍ରଦାୟର ଜଣେ ସାମରିକ କଳା ବିଶେଷଜ୍ଞ ୟୁମନାମ ଖେମଚାନ୍ଦ ସିଂହ ଆଜି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
ଏହା ବ୍ୟତୀତ ସେ ମଣିପୁର…