Latest Odisha News

BREAKING NEWS

ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ

ତେହରାନ: ଇରାନରେ ଦୁଇ ସପ୍ତାହ ଧରି ଚାଲିଥିବା ମୁଦ୍ରାସ୍ଫୀତି ବିରୋଧୀ ପ୍ରତିବାଦର ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସରକାରଙ୍କ କଡ଼ା ଚେତାବନୀ ସତ୍ତ୍ୱେ, ଶନିବାର ଏବଂ ରବିବାର ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇ ପଛକୁ ହଟିବାକୁ ଅନିଚ୍ଛୁକତା ପ୍ରଦର୍ଶନ କରିଛନ୍ତି। ପ୍ରତିବାଦର…

Golden Globe Awards 2026: ଓୱେନ୍ କୁପର୍‌ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର

ଲସ୍ ଆଞ୍ଜେଲସ୍‌: ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଏକ ତାରକାପୂର୍ଣ୍ଣ ସନ୍ଧ୍ୟାରେ ୨୦୨୬ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି।ଓୱେନ୍ କୁପର୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତି ଇତିହାସ ରଚିଛନ୍ତି। ‘କୈଶୋର’ ଧାରାବାହିକ ସହିତ ଅପାର ଲୋକପ୍ରିୟତା ହାସଲ କରିଥିବା…

ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ

ସିମଲା: ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାର ଆର୍କି ବଜାରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ନେପାଳୀ ବଂଶୋଦ୍ଭବଙ୍କ ପରିବାର ଫସି ଯାଇଛନ୍ତି। ଏକ ସାତ ବର୍ଷର ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ଆଠରୁ ନଅ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଆର୍କି ବଜାରରେ…

‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ…

ଓ୍ବାଶିଂଟନ୍: ଡିସେମ୍ବର ୨୮ ତାରିଖରେ ଆରମ୍ଭ ହୋଇଥିବା ଇରାନରେ ବିରୋଧ ପ୍ରଦର୍ଶନ ବଢ଼ିବାରେ ଲାଗିଛି । ସାରା ଦେଶରେ ବିଦ୍ରୋହର ନିଆଁ ଜଳୁଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି । ଟ୍ରମ୍ପ୍ ସମ୍ପ୍ରତି କହିଛନ୍ତି, "ମୁଁ…

ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ

ବାଲେଶ୍ବର: ଡ୍ୟୁଟି କରୁଥିବାବେଳେ ବେଳେ ଜଣେ ହୋମଗାର୍ଡଙ୍କର ମୃତ୍ୟୁ ଘଟିଛି । ବାଲେଶ୍ଵର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ହୋମଗାର୍ଡ ଜଣକ କେନ୍ଦୁଝର ନନ୍ଦିପଦାର ଅଲେଖ ଜେନା ବୋଲି ଜଣାପଡିଛି । ବାଲେଶ୍ଵର ଡିଆରଡିଓ ଆଇଟିଆରରେ କାର୍ଯ୍ୟରତ ଥିଲେ ଅଲେଖ ଜେନା । ଡ୍ୟୁଟି…

ISRO ଉତ୍‌କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଇତିହାସ ସୃଷ୍ଟି କରିଛି। ଆଜି ସକାଳ ୧୦ଟା ୧୮ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ PSLV-C62 ରକେଟ୍ ‘ଅନ୍ବେଷା’ ଉତକ୍ଷେପଣ କରିଛି। PSLV-C62 ମିଶନ କେବଳ ଏକ ନିୟମିତ ଉତ୍‌କ୍ଷେପଣ ନୁହେଁ, ବରଂ…

Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା…

ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ । ଦୁର୍ଘଟଣାକୁ ଅଭାବନୀୟ କହିବା ସହ ଘଟଣାର ଯେମିତି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି…

ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ…

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ବିରୋଧରେ ତାଙ୍କ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏବେ, ସେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ ମିଡିଆ ପୋଷ୍ଟରେ ନିଜକୁ "ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି" ବୋଲି ବର୍ଣ୍ଣନା…

Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ

ଭୁବନେଶ୍ୱର: ଦୁଇ ଦିନ ପରେ ପୁଣି ଶୀତରେ ଥରିବ ସମଗ୍ର ରାଜ୍ୟ । ଆକାଶରୁ ବାଦଲ ହଟିବା ପରେ ପୁଣି ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବଢ଼ିବ । ମଙ୍ଗଳବାର ଓ ବୁଧବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାରଦ ପୁଣି ତଳମୁହାଁ ହେବ ଏହି ସମୟରେ ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ…

Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ

ଶ୍ରୀନଗର: ଜମ୍ମୁ ଡିଭିଜନର ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ସନ୍ଦେହଜନକ ଡ୍ରୋନ୍ ର ଗତିବିଧି ନଜରକୁ ଆସିଛି । ସାମ୍ବା, କଠୁଆ, ରାଜୌରୀ, ପୁଞ୍ଛ ଏବଂ ଜମ୍ମୁର କିଛି ଅଞ୍ଚଳରେ ଏହି ଗତିବିଧି ରିପୋର୍ଟ କରାଯାଇଛି । ଭାରତୀୟ ସେନା ରାଜୌରୀର ନୌଶେରା ସେକ୍ଟରରେ ଏକ ପାକିସ୍ତାନୀ…