Latest Odisha News

BREAKING NEWS

ChatGPT ର ଏହି ଫିଚରକୁ ହଟାଇଲା OpenAI, ୟୁଜର୍ସଙ୍କ ଡାଟାକୁ କରୁଥିଲା ଲିକ୍…

ନୂଆଦିଲ୍ଲୀ: ChatGPT ୟୁଜର୍ସଙ୍କ କନଭରସେସନ ଏବଂ ବ୍ୟକ୍ତିଗତ ଚାଟ୍ ଗୁଗୁଲରେ ଲିକ୍ ହୋଇଛି । ଅନେକ ୟୁଜର୍ସ ଏହା ବିଷୟରେ ଅଭିଯୋଗ କରିଛନ୍ତି । ଏଗୁଡ଼ିକ ହେଉଛି ChatGPT ସହିତ ୟୁଜର୍ସମାନେ ବ୍ୟବହାର କରୁଥିଲେ । ରିପୋର୍ଟ ଅନୁଯାୟୀ, ୟୁଜର୍ସମାନେ ChatGPT ସହିତ କରାଯାଇଥିବା କନଭରସେସନକୁ…

ଏହି କାରଣରୁ ବାତିଲ ହେଲା ସିଙ୍ଗାପୁର-ଚେନ୍ନାଇ ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ସିଙ୍ଗାପୁରରୁ ଚେନ୍ନାଇକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏ ଆଇ ୩୪୯ରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ରବିବାର ଦିନ ଏହାକୁ ବାତିଲ କରାଯାଇଛି। ତେବେ ଏହି ବିମାନଟି ଏୟାରବସ୍ ଏ ୩୨୧ ଦ୍ୱାରା ପରିଚାଳିତ ହେବାର ଥିଲା। ଯାତ୍ରୀମାନଙ୍କୁ ଯଥାଶୀଘ୍ର ଚେନ୍ନାଇରେ ପହଞ୍ଚିବା ପାଇଁ…

ପ୍ରେମ, କମେଡି, ଆକ୍ସନକୁ ପଛରେ ପକାଇଲା ଭକ୍ତି; ଜାଣନ୍ତୁ ଶନିବାର କେତେ ରହିଛି ‘ମହାବତାର ନରସିମହା’ର…

ମୁମ୍ବାଇ: ବକ୍ସ ଅଫିସରେ ରୋମାନ୍ସ, କମେଡି, ଆକ୍ସନ, ଥ୍ରୀଲର ଭଳି ଅନେକ ନୂଆ ଫିଲ୍ମ ରିଲିଜ୍ ହୋଇଛି । ବର୍ତ୍ତମାନ 'ମହାବତାର ନରସିମହା', 'ସୈୟାରା', 'କିଂଗଡମ୍', 'ସନ୍ ଅଫ୍ ସର୍ଦ୍ଦାର ୨', 'ଧଡକ୍ ୨' ସିନେମା ହଲ୍‌ରେ ରାଜ୍ କରୁଛନ୍ତି । ୧୮ ଜୁଲାଇରେ ମୁକ୍ତିଲାଭ କରିଥିବା 'ସୈୟାରା' ତାର…

ପଥର ଖଣି ଦୁର୍ଘଟଣାରେ ଓଡ଼ିଶା ଶ୍ରମିକଙ୍କ ମୃତ୍ୟୁ; ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଏକ ଗ୍ରାନାଇଟ୍ ଖଣିରେ ରବିବାର ଦିନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଛଅ ଜଣ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରି ସେ ମୁଖ୍ୟମନ୍ତ୍ରୀଙ୍କ…

କୁମାର ସଙ୍ଗକାରାଙ୍କୁ ପଛରେ ପକାଇଲେ ରୁଟ

ଦି ଓଭାଲ: ଇଂଲଣ୍ଡର ଜୋ ରୁଟ ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ତୃତୀୟ ଶତକ ହାସଲ କରିଛନ୍ତି । ଏଥିସହ ତାଙ୍କର ଓଭରାଲ ଶତକ ସଂଖ୍ୟା ୩୯ରେ ପଂହଚିଛି । ସେ ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରାଙ୍କୁ…

କୋଟିପତି ଏମଭିଆଇ: ଘରୁ ବାହାରୁଛି ପୁଳା ପୁଳା ଟଙ୍କା ସହ ସୁନା ରୂପା

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲ୍ଲା ଏମଭିଆଇଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚାଲିଛି ରେଡ୍ । ବାରିପଦା, ବୌଦ୍ଧ ଓ ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଥିବାବେଳେ, ବିପୁଳ ମାତ୍ରାରେ ସୁନା ରୂପା ବାହାରୁଛି । ତେବେ ବୌଦ୍ଧ ଏମଭିଆଇ ଗୋଲାପ…

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରେ ଜଣେ ବରିଷ୍ଠ ଆୟକର (ଆଇଟି) ଅଧିକାରୀଙ୍କ ଘରୁ ଡକାୟତି କରିଥିବା ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ କମିଶନରେଟ୍ ପୋଲିସ ନୂଆଦିଲ୍ଲୀରୁ ଗିରଫ କରିଛି। ଏହି ଲୁଟେରାଙ୍କ ପାଖରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି। ଏମାନେ…

‘ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଏବଂ ଶାରୀରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଆମର ସାମୂହିକ…

ଭୁବନେଶ୍ୱର: ଆଜି କେନ୍ଦୁଝର ଜିଲ୍ଲା ଷ୍ଟାଡିଅମ ଠାରେ କଟକ ଓ ସମ୍ବଲପୁର ମଧ୍ୟରେ ହେଉଥିବା ୬୪ତମ ବରିଷ୍ଠ ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିଅନସିପ ସାହାଣୀ କପ ୨୦୨୫ ଉଦଯାପିତ ହେଇଯାଇଛି । ଏହି ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦାନ କରି "ସାହାଣୀ କପ" କୁ ଏକ ସ୍ମୃତିଗତ ଏବଂ…

୧୪୮ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ

ଦି ଓଭାଲ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ ଦେଖିବାକୁ ମିଳିଛି । ସିରିଜରେ ଏ ପର୍ଯ୍ୟନ୍ତ ୧୯ ଶତକ ମରାଯାଇଥିବା ବେଳେ ଜୋ ରୁଟ ୬୩ ଓ ହ୍ୟାରୀ ବ୍ରୁକ ୯୦ ରନ କରି ଖେଳୁଛନ୍ତି । ୧୪୮ ବର୍ଷ ଇତିହାସରେ ଏତେ ଶତକ ଦେଖିବାକୁ…

ଅତ୍ୟାଧୁନିକ ଆମ୍ବୁଲାନ୍ସ ଓ ନଡ଼ିଆ ସଂଗ୍ରହ ବାହନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ଦରବାର ହଲଠାରେ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହିତ ଅତ୍ୟାଧୁନିକ ଆମ୍ବୁଲାନ୍ସ ଓ ନଡ଼ିଆ ସଂଗ୍ରହ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆୟୋଜିତ ଏକ ଉତ୍ସବରେ…