Latest Odisha News

BREAKING NEWS

ଇପିଆଇସି ନମ୍ବର ଜାଲିଆତି: ବଢିଲା ତେଜସ୍ୱୀ ଯାଦବଙ୍କ ଅଡୁଆ, ତଦନ୍ତ ଆରମ୍ଭ କଲା ଇସି….

ପାଟନା: ଭୋଟର ଲିଷ୍ଟରେ ନିଜ ନାଁ ନଥିବା କହି ନିର୍ବାଚନ କମିଶନଙ୍କୁ ଘେରିଥିଲେ, ହେଲେ ସିଧା ନିଜେ ଫସିଲେ ତେଜସ୍ବୀ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶନିବାର ଦାବି କରିଥିଲେ କି ଯେ ତାଙ୍କ ନାମ…

କେତେ ପ୍ରମୋସନ ପାଇବା ପରେ ମୁଖ୍ୟ ଶାସନ ସଚିବ ହୋଇଥାନ୍ତି IAS ଅଧିକାରୀ ? ଏତେ ଟଙ୍କା ମିଳେ ଦରମା

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବା (IAS) ଦେଶର ସବୁଠାରୁ ପ୍ରତିଷ୍ଠିତ ଓ ସମ୍ମାନଜନକ ଚାକିରି । ପ୍ରତିବର୍ଷ ହଜାର ହଜାର ଯୁବକଯୁବତୀ UPSC ପରୀକ୍ଷା ଦେଇ IAS ଅଧିକାରୀ ହେବାର ସ୍ୱପ୍ନ ଦେଖନ୍ତି। ଚୟନ ହେବା ପରେ, ଜଣେ IAS ଅଧିକାରୀଙ୍କ ପଦୋନ୍ନତି ତାଙ୍କର ସେବା ଅଭିଜ୍ଞତା, ପ୍ରଦର୍ଶନ…

୩୦ ବର୍ଷ ପୁରୁଣା ଭ୍ରୂଣରୁ ଜନ୍ମ ହେଲା ପିଲା: ବିଶ୍ୱର ସବୁଠାରୁ ପୁରୁଣା ଶିଶୁ, ଜାଣନ୍ତୁ ଏହାର କାହାଣୀ

ନୂଆଦିଲ୍ଲୀ: ସବୁ ଦମ୍ପତି ମାତାପିତା ହେବାର ସ୍ବପ୍ନ ଦେଖିଥାନ୍ତି। ଆଉ ଯଦି କୌଣସି ସମସ୍ୟା ପାଇଁ ପିଲା ଜନ୍ମ ହେଉନାହିଁ ତେବେ ଏହା ଖୁବ କଷ୍ଟଦାୟକ ହୋଇଥାଏ । ଆମେରିକାର ଓହାୟୋରେ ରହୁଥିବା ଏକ ଦମ୍ପତି ଲିଣ୍ଡସେ ଓ ଟିମ ପିୟର୍ସଙ୍କ ଜୀବନରେ ଏକ ଚମତ୍କାର ଘଟିଛି। ସେମାନେ ୩୦ ବର୍ଷ ପୁରୁଣା…

ଟିପିସିଓଡିଏଲ ଗ୍ରାମୀଣ ଓଡ଼ିଶାକୁ ସ୍ଥାୟୀ କୃଷି ପାଇଁ ସ୍ଥିର ଜଳବାୟୁ କାର୍ଯ୍ୟକ୍ରମ ସହିତ କରୁଛି ସଶକ୍ତ

ଜଗତସିଂହପୁର: ନିରନ୍ତର ଗ୍ରାମୀଣ ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକରେ ‘ସମୃଦ୍ଧି’ ପ୍ରକଳ୍ପ ଅଧୀନରେ ଏକ ସ୍ଥିର ଜଳବାୟୁ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି…

‘ତାଙ୍କର ନିଜର କାରଣ ରହିଛି’: ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ରାହୁଲଙ୍କ ଠାରୁ ଭିନ୍ନ ମତ ରଖିଲେ କଂଗ୍ରେସ ସାଂସଦ ଥରୁର୍

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଶନିବାର ଦିନ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଭାରତ ପ୍ରତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ "ମୃତ ଅର୍ଥନୀତି" ଉପହାସକୁ ସମର୍ଥନ କରିବାରୁ ନିଜକୁ ଦୂରେଇ ରଖିଛନ୍ତି, କହିଛନ୍ତି ଯେ ଲୋକସଭା ବିରୋଧୀ ଦଳ ନେତା ଟ୍ରମ୍ପଙ୍କ ମନ୍ତବ୍ୟକୁ ସମର୍ଥନ…

୩ୟ ଦିନରେ ଆତଙ୍କବାଦୀ ଖୋଜୁଛି ଅପରେସନ୍ ଅଖାଲ୍: ୩ ଜଣ ନିହତ, ସୈନିକ ଆହତ….

ଶ୍ରୀନଗର: ଖୋଜି ଖୋଜି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ସଫା କରୁଛି ଅପରେସନ୍ ଅଖାଲ୍ । ଆଜି ତୃତୀୟ ଦିନରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିସହିତ ଜଣେ ସୈନିକ ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ଦିନ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣଙ୍କୁ ହତ୍ୟା କରାଯିବା ପରେ ଏହି…

ଭିଜିଲାନ୍ସ ଜାଲରେ ବୌଦ୍ଧ ଏମଭିଆଇ ଗୋଲାପ; ୬ ସ୍ଥାନରେ ଚଢାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଏମଭିଆଇ । ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ବାରିପଦା, ବୌଦ୍ଧ ଓ ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଥିବା ସୂଚନା…

ଗୁଣି ସନ୍ଦେହରେ ଯୁବକଙ୍କୁ ମାରି ଡ୍ୟାମ୍‌ରେ ଫିଙ୍ଗି ଦେଲେ ଗ୍ରାମବାସୀ !୧୬ ଅଟକ

ଗଜପତି:ମୋହନାରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ଗୁଣି ସନ୍ଦେହରେ ହତ୍ୟା ଅନୁମାନ । ଗୁଣି ସନ୍ଦେହରେ ଯୁବକକୁ ହତ୍ୟା କରି ଡ୍ୟାମ୍ ରେ ଫିଙ୍ଗିଦେଇଥିବା ନେଇ ଅଭିଯୋଗ ଆସିଛି। ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ରା଼ଚାଗୁଡା ଗାଁର ଗୋପାଳ ମଳିକ। ୧୫ ଦିନ ତଳେ ଗାଁର ଜଣେ ମହିଳାଙ୍କ…

କିଡନୀ ସଂକ୍ରମଣ କାହିଁକି ହୁଏ? ଏହାର ଲକ୍ଷଣଗୁଡ଼ିକ କ’ଣ ଜାଣନ୍ତୁ…

ଭୁବନେଶ୍ବର: କିଡନୀ ଆମ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ରକ୍ତକୁ ସଫା କରିବା, ବିଷାକ୍ତ ଉପାଦାନକୁ ବାହାର କରିବା ଏବଂ ଶରୀରରେ ଜଳ ଏବଂ ଖଣିଜ ପଦାର୍ଥର ସନ୍ତୁଳନ ବଜାୟ ରଖିବା ପାଇଁ କାମ କରେ। ଯେତେବେଳେ କିଡନୀ ସଂକ୍ରମିତ ହୁଏ, ଏହି ସାଧାରଣ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ…

୭ଦିନରେ ଦୃର୍ବୁତ୍ତ ଧରା ନପଡ଼ିଲେ ଡିଜିପି ଅଫିସ ଘେରାଉ: ଭକ୍ତ ଦାସ

ଭୁବନେଶ୍ବର:ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଯଦି ୭ଦିନ ଭିତରେ…