ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
ଭୁବନେଶ୍ବର: ଫେବୃଆରୀ ୧ ତାରିଖରୁ ଯେଉଁ ଯାନବାହାନ ମାନଙ୍କରେ ଟ୍ରାଫିକ୍ ଚାଲାଣ ବାକି ଥିବ କିମ୍ବା ବୈଧ ବୀମା ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିବ। ସେହି ଯାନଗୁଡ଼ିକ ପାଇଁ FASTag ରିଚାର୍ଜର ଅନୁମତି ଦିଆଯିବ ନାହିଁ।
ସେମାନଙ୍କ FASTag ନିଷ୍କ୍ରିୟ ରହିବା ନେଇ ସଡ଼କ…