Travel advisory for Iran: ଭାରତୀୟଙ୍କୁ ସତର୍କ କରାଇଲା ବୈଦେଶିକ ମନ୍ତ୍ରଣାଳୟ…ଇରାନକୁ ଅନାବଶ୍ୟକ ଯାତ୍ରା…
ନୂଆଦିଲ୍ଲୀ:ସୋମବାର ବୈଦେଶିକ ମନ୍ତ୍ରଣାଳୟ ବିଶ୍ୱ ପରିସ୍ଥିତିକୁ ବିଚାରକୁ ନେଇ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଭାରତୀୟ ନାଗରିକମାନଙ୍କୁ ଇରାନକୁ ଅନାବଶ୍ୟକ ଯାତ୍ରା ଏଡାଇବାକୁ ପରାମର୍ଶ ଦେଇଛି । ସରକାରଙ୍କ ଆର୍ଥିକ ନୀତି ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ବିରୋଧରେ ଇରାନରେ ହେଉଥିବା…