Former Union Minister Suresh Kalmadi: ବରିଷ୍ଠ କଂଗ୍ରେସ ନେତା ସୁରେଶ କଲମାଡିଙ୍କ ଦେହାନ୍ତ
ପୁଣେ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ କଲମାଡିଙ୍କର ମଙ୍ଗଳବାର ଭୋର ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ କଲମାଡୀ । ୮୨ ବର୍ଷ ବୟସରେ ମହାରାଷ୍ଟ୍ରର ପୁଣେରେ ତାଙ୍କର ପରଲୋକ ହୋଇଛି। ତାଙ୍କର ଶେଷକୃତ୍ୟ ଅପରାହ୍ନ ୩ଟା ୩୦ ରେ ପୁଣେର ବୈକୁଣ୍ଠ…