Latest Odisha News

BREAKING NEWS

Tobacco Ban:ଓମଫେଡ୍‌ ବୁଥରେ ଗୁଟଖା ବିକିଲେ ଆକ୍ସନ…ହେବ ଲାଇସେନ୍ସ ବାତିଲ

ଭୁବନେଶ୍ବର:ବିଏମ୍‌ସି ଅଞ୍ଚଳରେ ଗୁଟ୍‌ଖା ବିକ୍ରି ସମ୍ପୂର୍ଣ୍ଣ ନିଷେଧ । ଭେଣ୍ଡିଂ ଜୋନ୍,ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ । ଲାଇସେନ୍ସ ବାତିଲ ନେଇ ବିଏମ୍‌ସି(ଭୁବନେଶ୍ଵର ମହାନଗର ନିଗମ)ର ଚେତାବନୀ । ଆଜି ବିଏମସିର କର୍ପୋରେସନ ବୈଠକରେ ଏହି ନିଷ୍ପତି ହୋଇଛି । ରାଜ୍ୟ ସରକାର…

LoCରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ; ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲାରେ ଶୁକ୍ରବାର ଦିନ ସୁରକ୍ଷା ବାହିନୀ ନିୟନ୍ତ୍ରଣ ରେଖା (LoC) ନିକଟରେ ଥିବା ଏକ ଗୁପ୍ତ ଆଡ୍ଡାରୁ କିଛି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି। ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଦୁଇଟି M-ସିରିଜ୍ (ଏମ ୪)…

Boost Agricultural Research: କୃଷି ଗବେଷଣାକୁ ସୁଦୃଢ଼ କରିବା ପାଇଁ ସିୟୁଓ ଓ ଓୟୁଏଟି ମଧ୍ୟରେ ଏମଓୟୁ ସ୍ବାକ୍ଷର

ଭୁବନେଶ୍ବର: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଓ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓୟୁଏଟି) ମଧ୍ୟରେ କୃଷି ଏବଂ ସହଯୋଗୀ କ୍ଷେତ୍ରରେ ଗବେଷଣା, ନବୋନ୍ମେଷ ଓ ବିସ୍ତାର କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ…

ଜୱାନ ୨ ଫିଲ୍ମ କେବେ ଆରମ୍ଭ ହେବ କହିଲେ ଅଟଲୀ

ମୁମ୍ବାଇ: ଶାହାରୁଖ ଖାଁ ଏବେ ତାଙ୍କର ଆଗାମୀ ଫିଲ୍ମ କିଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ଦୀପିକା ପାଦୁକୋନ ଓ ସୁହାନ ଖାଁ ଅଭିନୟ କରୁଛନ୍ତି । ଇତି ମଧ୍ୟରେ ଶାହାରୁଖଙ୍କ ଦୁଇ ସୁପର ହିଟ ଫିଲ୍ମ ଜୱାନ ଓ ପଠାନର ସୀକ୍ୱେଲ ନେଇ ଆଲୋଚନା ଆରମ୍ଭ ହୋଇଛି । ୨୦୨୩ରେ ରିଲିଜ ହୋଇଥିବା ଜୱାନ…

Sundarpada Explosion Case: NIA ହାତରେ ସୁନ୍ଦରପଦା ବିସ୍ଫୋରଣର ତଦନ୍ତ ଭାର; କେଉଁ ଉଦ୍ଦେଶ୍ୟରେ ବୋମା…

ଭୁବନେଶ୍ବର: ଭୁବନେଶ୍ବର ସୁନ୍ଦରପଦା ନିୟୁ ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ ଆରମ୍ଭ ହୋଇଛି NIA ତଦନ୍ତ । NIAର ଟିମ୍ ଆଜି ସ୍ପଟ୍ ଭିଜିଟ୍ କରିବା ସହ ଯାଞ୍ଚ ଆରମ୍ଭ କରିଛି । ଘର ମାଲିକଙ୍କଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଜେରା କରିଛି ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି । ଏହି…

ଅଭିଷେକ ଶୀର୍ଷରେ, ସୂର୍ଯ୍ୟକୁମାରଙ୍କ ର‌୍ୟାଙ୍କିଙ୍ଗରେ ଉନ୍ନତି

ନୂଆଦିଲ୍ଲୀ: ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଏହା ସେମାନଙ୍କ ର‌୍ୟାଙ୍କିଙ୍ଗ ସୁଧାରିବାରେ ସହାୟ ହେଉଛି । ଭାରତୀୟ ଟି୨୦ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ର‌୍ୟାଙ୍କିଙ୍ଗରେ ଉନ୍ନତି…

ଜାନୁଆରୀ ୩୦ ଯାଏଁ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ମଧ୍ୟରେ ଅର୍ଥାତ୍ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଚାରୋଟି ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। ଏହି ୪ ଜିଲ୍ଲା ମଧ୍ୟରେ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଭାରତୀୟ ପାଣିପାଗ…

ପୂର୍ବତଟ ରେଳପଥର ରେକର୍ଡ; ୨୯୯ ଦିନରେ ୨୦୦୦ କୋଟି ଟଙ୍କାର ରାଜସ୍ୱ ଆୟ…

ଭୁବନେଶ୍ୱର: ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ରେକର୍ଡ ୨୯୯ ଦିନ ମଧ୍ୟରେ ଯାତ୍ରୀ ରାଜସ୍ୱ ଆୟରେ ୨୦୦୦ କୋଟି ଅତିକ୍ରମ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଆହୁରି ମଧ୍ୟ ପୂର୍ବତଟ ରେଳପଥ ୨୦୨୪-୨୫ରେ ୩୦୮ ଦିନ, ୨୦୨୩-୨୪ରେ ୩୩୧ ଦିନ ଏବଂ ୨୦୨୨-୨୩ରେ ୩୬୫…

ଟି୨୦ ବିଶ୍ୱକପ: ରୋହିତ କହିଲେ ହାର୍ଦ୍ଦିକ, ଅର୍ଶଦୀପ ହେବେ ଭାରତର ଟ୍ରମ୍ପ କାର୍ଡ

ନୂଆଦିଲ୍ଲୀ: ଭାରତୀୟ ଟିମ ଏବେ ଟି୨୦ ବିଶ୍ୱକପ ୨୦୨୬ ପ୍ରସ୍ତୁତି ଜାରୀ ରଖିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ମାଧ୍ୟମରେ ଟିମ କମ୍ବିନେଶନ ପ୍ରସ୍ତୁତ କରାଯିବା ସହ ଫର୍ମ ଏବଂ ଫିଟନେସ ଉପରେ ନଜର ରଖାଯାଉଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂ ଏଥର ଭାରତ ପାଇଁ ଟ୍ରମ୍ପ…

MYGS ପ୍ରତିଯୋଗିତାରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୨ୟ ସ୍ଥାନ ହାସଲ

ଭୁବନେଶ୍ବର: ଜାତୀୟସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ର ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଜାତୀୟସ୍ତରୀୟ ମଡେଲ ଯୁବ ଗ୍ରାମ ସଭା (MYGS) ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାସ୍ଥିତ ହିର୍ଲି…