୬ ବର୍ଷ ତଳେ କିଛି ଏପରି କରି ରାଜନୀତିର କେନ୍ଦ୍ରରେ ଥିଲେ ପାୱାର, ମହାରାଷ୍ଟ୍ରରେ ବିଜେପିକୁ ଏମିତି ଉପହାର…
ମୁମ୍ବାଇ: ଆଜି ମହାରାଷ୍ଟ୍ର ରାଜନୀତିରେ ଏକ ଯୁଗର ଅନ୍ତ ହୋଇଛି। ଏନସିପି ନେତା ଏବଂ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ବାରାମତିରେ ଏକ ଘରୋଇ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଅବତରଣ ସମୟରେ ଘଟିଥିବା ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ବିମାନରେ ଥିବା ସମସ୍ତ ପାଞ୍ଚ ଜଣ…