Zodiac signs: ସେପ୍ଟେମ୍ବର ୩ରେ ଶୁକ୍ର କରିବେ ନକ୍ଷତ୍ର ପରିବର୍ତ୍ତନ; ଏହି ରାଶିଙ୍କୁ ମିଳିବ ଲାଭ…
ଭୁବନେଶ୍ବର: ଶୁକ୍ର ଗ୍ରହ ୩ ସେପ୍ଟେମ୍ବର ୨୦୨୫ ରେ ପୁଷ୍ୟ ନକ୍ଷତ୍ର ଛାଡି ଅଶ୍ଳେଷା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ରଙ୍କୁ ପ୍ରେମ, ଭୌତିକ ସୁଖ ଏବଂ ସମୃଦ୍ଧିର କାରକ ଭାବରେ ବିବେଚନା କରାଯାଏ। ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶିର ଜୀବନରେ ବହୁତ ସୁଖଦ ପରିବର୍ତ୍ତନ ଆଣିପାରେ।…