ଏହି ରାଜ୍ୟରେ Jio ଓ Airtel ଦେବ ମାଗଣା କଲ୍-ଇନଣ୍ଟରେନ ସେବା ! ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର, ଲଦାଖ ଓ ହିମାଚଳ ପ୍ରଦେଶରେ ବନ୍ୟା ଓ ଭୂସ୍ଖଳନ ଜନିତ ବିପର୍ଯ୍ୟୟରେ ଫସିଥିବା ଲୋକଙ୍କୁ ସହାୟତା ଦେବା ପାଇଁ ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ ମାଗଣା ସେବା ଘୋଷଣା କରିଛନ୍ତି। ଏହି ସେବା ଅନୁଯାୟୀ, ଚଳିତ ସପ୍ତାହରେ ଯେଉଁ ପ୍ରିପେଡ୍ ଗ୍ରାହକଙ୍କ ପ୍ଲାନ୍ର…