ପୁଣି ବରଗଡ଼ରୁ ବିପୁଳ ପରିମାଣର କଫସିରଫ୍ ଜବତ; ୬ ଅଭିଯୁକ୍ତ ଗିରଫ
ବରଗଡ଼: ପୁଣି ବିପୁଳ ପରିମାଣରେ କଫସିରପ୍ ଜବତ । ଶନିବାର ବରଗଡ଼ ଟାଉନ ଥାନା ପୋଲିସ କଫସିରପ୍ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୧୩୦ ବୋତଲ କଫ୍ ସିରପ୍, ୨ଷ୍ଟ୍ରିପ୍ ନିଶା ବଟିକା, ଗୋଟିଏ ପଲସର୍ ବାଇକ୍, ଗୋଟିଏ ହୋଣ୍ଡା ଲିଭୋ ବାଇକ୍, ଗୋଟିଏ ଅଟୋ,…