କୋଟିପତି ଏମଭିଆଇ: ଘରୁ ବାହାରୁଛି ପୁଳା ପୁଳା ଟଙ୍କା ସହ ସୁନା ରୂପା
ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲ୍ଲା ଏମଭିଆଇଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚାଲିଛି ରେଡ୍ । ବାରିପଦା, ବୌଦ୍ଧ ଓ ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଥିବାବେଳେ, ବିପୁଳ ମାତ୍ରାରେ ସୁନା ରୂପା ବାହାରୁଛି ।
ତେବେ ବୌଦ୍ଧ ଏମଭିଆଇ ଗୋଲାପ…