ଶ୍ରୀ ଭାଗବତ ସାର ୧୪୧: ସବୁ ଇନ୍ଦ୍ରିୟ ମଧ୍ୟରେ ରାସନେନ୍ଦ୍ରୀୟ ଜିହ୍ୱା ସବୁଠାରୁ ତୀବ୍ର, ଏହାକୁ ଜୟ କରିପାରିଲେ ଜୀବନରେ…
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ଚବିଶି ଗୁରୁ ପ୍ରସଙ୍ଗ ଯେତିକି ରସଯୁକ୍ତ ସେତିକି ରହସ୍ୟ ଯୁକ୍ତ, କାରଣ ମହାତ୍ମା ଅବଧୂତ କେଉଁ ପ୍ରାଣୀର ଗୁଣକୁ କେତେବେଳେ ଗ୍ରହଣ କରିଛନ୍ତି ତ କେତେବେଳେ ତାର ଅବଗୁଣକୁ ତ୍ୟାଗ କରିବାର ସଂକଳ୍ପ ନେଇଛନ୍ତି।…