Nicco Park: ନିକୋ ପାର୍କର ହେବ ନବକଳେବର, ଖର୍ଚ୍ଚ ହେବ ଏତିକି କୋଟି…
ଭୁବନେଶ୍ୱର: ଖୁବ ଶୀଘ୍ର ନୂଆରୂପରେ ନଜର ଆସିବ ନିକୋ ପାର୍କ । ୩ଟି ପର୍ଯ୍ୟାୟରେ ନିର୍ମାଣ ହେବ । ଏଥିପାଇଁ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ବ୍ୟୟ ବରାଦ ହେବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ,…