ରଣଜୀ ଟ୍ରଫି: ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ
ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମୁକାବିଲାରେ ପୂନର୍ବାର ଓଡିଶା ବ୍ୟାଟ୍ସମ୍ୟାନମାନେ ନିରାଶ କରିଛନ୍ତି । ତାମିଲନାଡୁର ପ୍ରଥମ ଇନିଂସ ସ୍କୋର ୨୮୬ ରନ ଜବାବରେ ଓଡିଶା ୧୪୮ ରନ କରି ଅଲଆଉଟ ହୋଇଯାଇଛି । ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ତାମିଲନାଡୁ ୧ ୱିକେଟ ହରାଇ ୨୬ ରନ…