Gaurav Samman: ଶୁଭାଂଶୁ ଶୁକ୍ଲାଙ୍କୁ ମିଳିବ ଉତ୍ତରପ୍ରଦେଶ ଗୌରବ ସମ୍ମାନ, ଦିଆଯିବ ୧୧ ଲକ୍ଷ ନଗଦ ପୁରସ୍କାର
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଦିବସ ଅବସରରେ ରାଜ୍ୟର ପାଞ୍ଚ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଉତ୍ତରପ୍ରଦେଶ ଗୌରବ ସମ୍ମାନ ମିଳିବ। ମହାକାଶଚାରୀ ଶୁଭାଂଶୁ ଶୁକ୍ଲା, ଅଲାଖ ପାଣ୍ଡେ, ଡକ୍ଟର ହରିଓମ ପନୱାର, ରଶ୍ମି ଆର୍ଯ୍ୟ ଏବଂ ଡକ୍ଟର ସୁଧାଂଶୁ ସିଂହଙ୍କ ସହିତ, ୟୁପି ଗୌରବ ସମ୍ମାନରେ ସମ୍ମାନିତ କରାଯିବ।…