Seaplane Services: ‘ରାଜ୍ୟରେ ଖୁବ୍ଶୀଘ୍ର ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ପ୍ରଚଳନ କରାଯିବ’
ଭୁବନେଶ୍ବର:କମ୍ ସମୟରେ, କମ୍ ଭଡ଼ାରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ବୁଲିବେ ପର୍ଯ୍ୟଟକ । ଆଉ ତାହା ବି ପୁଣି ହେଲିକପ୍ଟରରେ । ଓଡ଼ିଶାରେ ଖୁବ୍ଶୀଘ୍ର ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ପ୍ରଚଳନ କରାଯିବ । ଆଜି ସୂଚନା ଦେଇଛନ୍ତି ବାଣିଜ୍ୟ ଏବଂ ପରିବହନ ସଚିବ ଉଷା ପାଢୀ ।
ଆଜି ଭୁବନେଶ୍ୱରରେ…