Human Sagar Death: ସାମ୍ନାକୁ ଆସିଲା ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ପ୍ରତିକ୍ରିୟା; କହିଲେ ମୁଁ ଚାପରେ ଅଛି..
ଭୁବନେଶ୍ବର: ଓଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଘନେଇବାରେ ଲାଗିଛି । ତାଙ୍କ ମୃତ୍ୟୁ ପାଇଁ ଦୁଇ ମ୍ୟାନେଜର ଦୀନେଶ ବେହେରା ଏବଂ ପ୍ରଶାନ୍ତ ବେହେରାଙ୍କୁ ହ୍ୟୁମାନଙ୍କ ମା’ ଦୋଷ ଦେଇଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ…